ଲାକ୍ଷାଦ୍ୱୀପରେ ନାହିଁ ସାପର ଚିହ୍ନବର୍ଣ୍ଣ
by Argus News
Thu, May 02 | 8:26 p.m.

 ନୂଆଦିଲ୍ଲୀ:  ବିଭିନ୍ନ ଦେଶରେ ବିଭିନ୍ନ ପ୍ରଜାତିର ସାପ ଦେଖିବାକୁ ମିଳେ । ବିଷଧର ଏହି ସାପ ସବୁ ଦେଶ ବିଦେଶର ବିଭିନ୍ନ କୋଣ ଅନୁକୋଣରେ ରୁହନ୍ତି । ସେହିପରି ଭାରତରେ ମଧ୍ୟ ୩୫୦ରୁ ଅଧିକ ପ୍ରଜାତିର ସାପ ଦେଖିବାକୁ ମିଳେ ।  ଏହି ସବୁ ସାପଙ୍କ ମଧ୍ୟରୁ କେବଳ ୧୭ ପ୍ରତିଶତ ସାପ ବିଷଧର ହୋଇଥାନ୍ତି ।

ଭାରତରେ ମଧ୍ୟ ବିଭିନ୍ନ ପ୍ରାନ୍ତରରେ ସାପ ଦେଖିବାକୁ ମିଳୁଥିବା ବେଳେ ସର୍ବାଧିକ କେରଳ ରାଜ୍ୟରେ ଅଧିକ ଦେଖିବାକୁ ମିଳନ୍ତି ।  କିନ୍ତୁ ଏମିତି ବି ରାଜ୍ୟ ଅଛି ଯେଉଁଠି ସାପ ବିଲକୁଲ ଦେଖିବାକୁ ମିଳେ ନାହିଁ । ଭାରତର ଗୋଟିଏ ମାତ୍ର ସ୍ଥାନ ଲାକ୍ଷାଦ୍ୱୀପରେ ବିଲକୁଲ ସାପ ଦେଖିବାକୁ ମିଳିନ୍ତି ନାହିଁ । ଏହି ଅଞ୍ଚଳକୁ ସ୍ନେକ୍ ଫ୍ରୀ ରିଟ୍ରିଟ୍ ଭାବେ ମଧ୍ୟ ଘୋଷଣା କରାଯାଇଛି । 

ଅଧିକ ପଢନ୍ତୁ ଭାରତ ଖବର 
 

IPL-2024
3m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ
SAMEER RANJAN DAS
7m ago
ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ
ଅର୍ଗସ ବ୍ୟୁରୋ: ସମୀର ରଞ୍ଜନ ଦାସ ଛାଡ଼ିଲେ ବିଜେଡି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର। ଟିକେଟ କଟିଥିବାରୁ ଅସନ୍ତୁଷ୍
PRIME MINISTER
14m ago
ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପୁଣି ମୋଦି ଧମାକା । ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । 20 ତାରିଖ ସକାଳ 8ଟାରେ ପୁରୀରେ ରୋଡ଼ ସୋ ସହ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍