ଭଦ୍ରକରେ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା
by Argus News
Wed, Oct 02 | 9:57 a.m.

ଭଦ୍ରକ : ଭଦ୍ରକ ଜିଲ୍ଲାରେ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ହଟିଲା 96 ଘଣ୍ଟାର କଟକଣା । ଗତକାଲି ମଧ୍ୟ ରାତ୍ରିରୁ ସ୍ବାଭାବିକ ହୋଇଛି ଇଣ୍ଟରନେଟ ସେବା । ଗତ ଶୁକ୍ରବାର ଅପରାହ୍ନରେ ସୋସିଆଲ ମିଡ଼ିଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଭଦ୍ରକର ପୁରୁଣା ବଜାର ଓ ଧାମନଗର ଅଞ୍ଚଳରେ ଦେଖା ଦେଇଥିଲା ଉତ୍ତେଜନାମୂଳକ ପରିସ୍ଥିତି ।

ଅଧିକ ପଢନ୍ତୁ : ବିଜେପିର ଅଭିଯୋଗ, ଅଶାନ୍ତ କରିବାକୁ ବିଜେଡିର ଷଡ଼ଯନ୍ତ୍ର

ସେଥିପାଇଁ ଇଣ୍ଟରନେଟ ସେବାକୁ ଜିଲ୍ଲାରେ ବନ୍ଦ କରାଯାଇଥିଲା ।

ଭାରତର କ୍ଲିନ୍‌ସୁଇପ୍‌
2m ago
ଭାରତର କ୍ଲିନ୍‌ସୁଇପ୍‌ ପରେ ଡବ୍ଲୁଟିସି ପଏଣ୍ଟ ଟେବୁଲ୍‌ରେ ଶୀର୍ଷରେ
ଅର୍ଗସ ବ୍ୟୁରୋ: କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୦ରେ ହାତେଇଛି। ଏହାପୂର୍ବରୁ ଟିମ ଇଣ୍ଡିଆ ଚେନ୍ନାଇରେ ୨୮୦ ରନ୍‌ର
ଶ୍ରୀମୟୀ
10m ago
ଶ୍ରୀମୟୀ ଓ ପ୍ରଦୀପ ସାହୁଙ୍କ ଭିତରେ କଥା କଟାକଟି
ଭୁବନେଶ୍ୱର: ଶଙ୍ଖଭବନରେ ବିଜେଡିରେ ବଡ଼ ବିସ୍ଫୋରଣ। ବିଜେଡି ସମୀକ୍ଷା ବୈଠକରେ ଶ୍ରୀମୟୀ ଓ ପ୍ରଦୀପ ସାହୁଙ୍କ ଭିତରେ କଥା କଟାକଟି। ଶ୍ରୀମୟୀଙ୍କୁ ପ୍ରଦୀପ ସାହୁ ସମର୍ଥକଙ୍କ ପ୍ରବଳ ବିରୋଧ ନେ
ରାମ ଚରଣଙ୍କ
10m ago
ରାମ ଚରଣଙ୍କ ‘ଗେମ ଚେଞ୍ଜର’ ଫିଲ୍ମରେ ପୁରୀ ସାହି ଯାତର ଝଲକ
ଅର୍ଗସ ବ୍ୟୁରୋ: ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ତେଲୁଗୁ ଫିଲ୍ମ ଗେମ୍ ଚେଞ୍ଜର। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନାୟକ ରାମଚରଣ ଏଥିର