ସର୍ଭର ଡାଉନ୍ ; ଇ-ଟିକେଟ୍ ବୁକିଂରେ ସମସ୍ୟା
by Argus News
Thu, Nov 23 | 2:45 p.m.

ଅର୍ଗସ ବ୍ୟୁରୋ:  IRCTC ର ସର୍ଭର ଡାଉନ୍ । ଇ-ଟିକେଟ୍ ବୁକିଂରେ ସମସ୍ୟା । ଅନ୍‌ଲାଇନ୍ ରେଳ ଟିକେଟ୍ ବୁକିଂ ପାଇଁ ଉଦ୍ଦିଷ୍ଟ IRCTC ର ଓ୍ବେବସାଇଟ୍‌ ରେ  କୌଣସି ବୈଷୟିକ କାରଣରୁ ସମସ୍ୟା ଦେଖାଦେଇଛି । ଇ-ଟିକେଟ୍ ବୁକିଂ ପାଇଁ ହଇରାଣ ହେଉଛନ୍ତି ଯାତ୍ରୀ । ସମସ୍ୟାର ନିର୍ଦ୍ଦିଷ୍ଟ କାରଣ ଏଯାଏ ଜଣାପଡ଼ିନି । ଏ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛି IRCTC । ତେବେ ଟେକ୍ନିକାଲ ଟିମ୍ ସମସ୍ୟା ସୁଧାରିବା ପାଇଁ ଉଦ୍ୟମ କରୁଛି ଏବଂ ଖୁବ୍ ଶୀଘ୍ର ଏହା ସମାଧାନ ହୋଇଯିବ ବୋଲି ସୂଚନା ଦେଇଛି IRCTC । 
 

ବୀମା ଯୋଜନାରେ IRCTCରେ ବଡ଼ ପରିବର୍ତ୍ତନ

ରାସ୍ତାରୋକ
now
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ
ତାତି
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର