ପ୍ରକାଶ ପାଇଲା ଜେଇଇ (JEE) ମେନ୍ ପରୀକ୍ଷାଫଳ
by Argus News
Thu, Apr 25 | 8:02 a.m.

ଅର୍ଗସ ବ୍ୟୁରୋ : ପ୍ରକାଶ ପାଇଲା ଜେଇଇ (JEE) ମେନ୍ ପରୀକ୍ଷାଫଳ । ଏନଟିଏ ପକ୍ଷରୁ ପରୀକ୍ଷାଫଳ ଘୋଷଣା କରାଯାଇଛି  । ଟପ୍ପର ତାଲିକାରେ ୫୬ ଜଣ ପରକ୍ଷାର୍ଥୀ ରହିଛନ୍ତି । ହାସଲ କଲେ ୧୦୦ ପର୍ସେଣ୍ଟାଇଲ ଏନଟିଏ ସ୍କୋର ।  ଓଡିଶା ଟପ୍ପର ହୋଇଛନ୍ତି ଅନ୍ବେଷ ଶୁଭମ ପ୍ରଧାନ ।

ଅଧିକ ପଢନ୍ତୁ : UPSC ରେଜଲ୍ଟ ; ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ

JEE ଆଡଭାନ୍ସ ପାଇଁ ୨ ଲକ୍ଷ ୫୦ ହଜାର ୨୮୪ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ୱେବସାଇଟ Jeemain.nta.ac.inରେ ରେଜଲ୍ଟ ଉପଲବ୍ଧ ଅଛି । 


 

ଛତିଶଗଡ଼
8m ago
ଛତିଶଗଡ଼ ସୁକମାରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ
ରାସ୍ତାରୋକ
26m ago
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ
ତାତି
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ