ବ୍ରହ୍ମପୁରରେ ପହଞ୍ଚିଲେ ନଡ୍ଡା
by Argus News
Sun, Apr 28 | 6:17 p.m.

ଅର୍ଗସ ବ୍ୟୁରୋ: ବ୍ରହ୍ମପୁରରେ ପହଞ୍ଚିଲେ ନଡ୍ଡା ।  ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପହଞ୍ଚିଲେ । ତେବେ ରଙ୍ଗେଇଲୁଣ୍ଡାରୁ ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ନଡ୍ଡା ।  

  • ବ୍ରହ୍ମପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବକ୍ତବ୍ୟ
  • ମହାପ୍ରଭୁ ଜଡଗନ୍ନାଥଙ୍କ ନାମ ନେଇ ଅଭିଭାଷଣ ଆରମ୍ଭ କଲେ 
  • ଓଡିଶା ଗଠନରେ ମଧୁବାବୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
  • ମଧୁବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କ୍ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ନଡ୍ଡା
  • ବିକାଶ ପାଇଁ ଓଡିଶାରେ ଏଥର ବିଜେପି ଆସିବା ଦରକାର
  • 10 ବର୍ଷ ପୂର୍ବେ ଭାରତର ସ୍ଥିତି କଣ ଥିଲା
  • ମୋଦି ପ୍ରଧାନମନ୍ତ୍ରୀ ହେବା ପରେ କଣ ପରିବର୍ତ୍ତନ ହୋଇଛି
  • ମୋଦି ଶାସନରେ ଭାରତ ବିକାଶ ପଥରେ ଆଗଉଛି
  • ମୋଦିଙ୍କ ନେତୃତ୍ତ୍ୱରେ ଅର୍ଥନୀତି 5ମ ସ୍ଥାନରେ ପହଞ୍ଚିଛି
  • ମେଡିସିନ ଉତ୍ପାଦନରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ
  • ଅଟୋମବାଇଲେ ତିଆରି କରିବାରେ ଭାରତ ଜାପାନକୁ ପଛରେ ପକାଇ 3ୟ ସ୍ଥାନରେ ପହଞ୍ଚିଛି
  • ପେଟ୍ରୋକେମିକାଲସ୍ ରେ ରପ୍ତାନୀ ବଢିଛି
     
RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର