ଆଜି କରଞ୍ଜିଆରେ ନିର୍ବାଚନୀ ପ୍ରଚାର କରିବେ ଜେପି ନଡ୍ଡା
by Argus News
Thu, May 23 | 11:19 a.m.

ମୟୁରଭଞ୍ଜ : କରଞ୍ଜିଆ ସରୁବାଲି ଶେଖର କଲୋନୀ ପଡିଆରେ " ବିଜୟ ସଂକଳ୍ପ ସମାବେଶ"ରେ ପୂର୍ବାହ୍ନ ୧୧.୩୫ ମିନିଟ ସମୟରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା । ଭୁବନେଶ୍ୱରରୁ ୧୦.୪୫ ମିନିଟ ସମୟରେ ବାହାରି ହେଲିକପ୍ଟର ଯୋଗେ ସିଧାସଳଖ ସଭାସ୍ଥଳ ନିକଟରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ ଶ୍ରୀ ନଡ୍ଡା । ଏଠାରେ ବିଜେପି ଦଳର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକ ଏବଂ କରଞ୍ଜିଆ ବିଧାନସଭା ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କ ପାଇଁ ପ୍ରଚାର କରିବେ ।ଏହି କାର୍ଯ୍ୟକ୍ରମରେ ପାଖାପାଖି ୪୦ମିନିଟ ପର୍ଯ୍ୟନ୍ତ ରହି ଜନସଭାକୁ ସମ୍ବୋଧିତ କରିବେ ।

ଅଧିକ ପଢନ୍ତୁ : ଓଡ଼ିଶାରେ ବିଜେପି ହେଭିଓ୍ବେଟଙ୍କ ଧୂଆଁଧାର ପ୍ରଚାର

ଆସନ୍ତା ୨୫ ତାରିଖ ଏଠାରେ ନିର୍ବାଚନ ଥିବା ବେଳେ ଆଜି ଏଠାରେ ପ୍ରଚାର ଶେଷ ଦିନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପ୍ରଚାର କର୍ମୀ ତଥା ସାଧାରଣ ଜନତାଙ୍କ  ମହଲରେ ପ୍ରବଳ ଉତ୍ସାହ ଭରିଦେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି ।

OSRTC
39m ago
314 ବ୍ଲକରୁ ପୁରୀକୁ ଗଡିବ OSRTC ବସ୍
ଭୁବନେଶ୍ୱର: ଜୁଲାଇ 7 ରେ ରଥଯାତ୍ରା । ଏହାପୂର୍ବରୁ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡି
OSRTC
59m ago
ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଆରମ୍ଭ ହେବ ବସ ସେବା
ଭୁବନେଶ୍ୱର: OSRTC କାର୍ଯ୍ୟାଳୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା OSRTC କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏ ଅବସରରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ପରିବହନ କମିଶନ
SONAKSHI
ସୋନାକ୍ଷୀଙ୍କ ପ୍ରଥମ ଫଟୋ ଭାଇରାଲ
ଅର୍ଗସ ବ୍ୟୁରୋ: ସୋନାକ୍ଷୀ ସିହ୍ନା ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲା କେବେ ପରିବାର ସଦସ୍ୟଙ୍କ ଅସନ୍ତୋଷ ମଧ୍ୟରେ ଆଉ କେବେ ଧର୍ମକୁ ନେଇ ସୃଷ୍ଟି ହେଉଥିବା ଗୁଜବ ହୋଉଥିଲ