ସହିପାରିଲେନି ରାଗିଙ୍ଗ, ଜୀବନ ହାରିଲେ ଯୁବକ
by Argus News
Mon, Apr 08 | 2:44 p.m.

ଅର୍ଗସ ବ୍ୟୁରୋ:  ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ। ୨୯ ଘଣ୍ଟାର ନିର୍ଯାତନା । ପ୍ରାଣୀ ଚିକିତ୍ସା ପାଠ ପଢୁଥିବା ସିଦ୍ଧାର୍ଥନଙ୍କ ମୃତଦେହ କଲେଜର ବାଥରମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୨୦ ବର୍ଷର ଯୁବକ ନିଜ ଜୀବନ ହାରିଦେଲେ।  ଏପରି ଘଟଣା ଦେଖିବାକୁ ମିଳିଛି କେରଳର ୱାୟନାଡାରେ। ଏବେବି ଥମିନି ସିନିୟରଙ୍କ ରାଗିଙ୍ଗର ବର୍ବରତା। ରାଗିଙ୍ଗରେ ଚାଲିଗଲା ୨୦ ବର୍ଷ ଯୁବକଙ୍କ ଜୀବନ। ସିନିୟର ଓ କ୍ଲାସମେଣ୍ଟମାନେ ମିଶି ଲଗାତର ୨୯ ଘଣ୍ଟା ଧରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ପରେ ସିଦ୍ଧାର୍ଥନ ଏହି ଚରମ ପଦକ୍ଷେପ ନେଇଥିଲେ ବୋଲି ଜଣାପଡ଼ିଛି।

ଗତମାସ ୧୮ ତାରିଖରେ ପ୍ରାଣୀ ଚିକିତ୍ସା ପାଠ ପଢୁଥିବା ସିଦ୍ଧାର୍ଥନଙ୍କ ମୃତଦେହ କଲେଜର ବାଥରମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ପୋଲିସ ଯାଞ୍ଚ କରି ଏକ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର: 

EMPLOYEES
25m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
49m ago
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ