୫୯ ବର୍ଷରେ ଯବାନ ଦିଶୁଛନ୍ତି ଅମୀର , ଖୋଲିଲେ ଫିଟନେସର ରାଜ୍
by Argus News
Fri, May 03 | 6:03 p.m.

ଅର୍ଗସ ବ୍ୟୁରୋ :  ୫୯ ବର୍ଷରେ ବି ବେଶ ଫିଟ୍ ଏବଂ ସ୍ମାର୍ଟ ଲାଗନ୍ତି ବଲିଉଡ ଅଭିନେତା ଅମୀର ଖାନ । ନିଜ ଫିଟ ଚେହେରା ପାଇଁ ସେ ଅନେକଙ୍କ ଠାରୁ ପ୍ରଶଂସା ପାଇଛନ୍ତି । ଯେଉଁ ବୟସରେ ସାଧାରଣତଃ ମଣିଷ ଥକ୍କାପଣ ଅବସ୍ଥାକୁ ଚାଲିଆସେ, ସେହି ବୟସରେ ସେ ଅନ୍ୟ କୌଣସି ୟଙ୍ଗ ହିରୋଙ୍କ ଠାରୁ ମଧ୍ୟ କମ ଲାଗନ୍ତିନି ଅମୀର । ତେବେ ଗତ କିଛିଦିନ ତଳେ କପିଲ ଶର୍ମାଙ୍କ ଶୋ ରେ ନିଜ ଫିଟନେସର ରାଜ ଖୋଲିଥିଲେ ଅମୀର ଖାନ ।

ଅଧିକ ପଢନ୍ତୁ : ଜେଲରେ ଷ୍ଟାଫଙ୍କ ଅବହେଳା ଯୋଗୁଁ ଚାଲିଗଲା ଅଭିଯୁକ୍ତ ଅନୁଜ ଥାପନଙ୍କ ଜୀବନ

ସେ କହିଥିଲେ ନିଜକୁ ଫିଟ ରଖିବା ପାଇଁ ସେ କିଛି କରନ୍ତିନି । ଜିମ କି ବ୍ୟାୟାମ କରନ୍ତିନି ଅମିର । କୌଣସି ବିଶେଷ କ୍ରିମ ମଧ୍ୟ ବ୍ୟବହାର କରନ୍ତିନି। ତାଙ୍କ ଜିନ ଯୋଗୁଁ ହିଁ ସେ ସବୁବେଳେ ଫିଟ ଏବଂ ସ୍ମାର୍ଟ ରହିଥାନ୍ତି । ତାଙ୍କ ବାପା ବି ସେପରି ଥିଲେ । ତେଣୁ ତାଙ୍କୁ ସୁସ୍ଥ ରହିବା ପାଇଁ ବିଶେଷ କିଛି କରିବାକୁ ପଡେନି । 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ