ଖରାପ ପାଗ ଯୋଗୁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି  ଲାଲକୃଷ୍ଣ  ଆଡଭାଣୀ
by Argus News
Mon, Jan 22 | 9:08 a.m.

ନୂଆଦିଲ୍ଲୀ: ଆଜି  ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା।  କିନ୍ତୁ ଉତ୍ସବରେ ଯୋଗ ଦେବେ ନାହିଁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ  ଆଡଭାଣୀ। ଖରାପ ପାଗ ଯୋଗୁଁ ପ୍ରାଣ ପ୍ରତିଷ୍ଠାରେ ଯୋଗଦେଇ ପାରିବେନି  ଆଡଭାଣୀ।  ୯୬ ବର୍ଷିୟ ଆଡଭାଣୀଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି  ଏପରି ନିଷ୍ପତ୍ତି ନିଆଯାଇଛି।  

ଅଧିକ ପଢନ୍ତୁ : ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ଲାଲକୃଷ୍ଣ ଆଡ଼ଭାନୀ

ଏଠି କହିରଖୁଛୁ ଯେ,  ଆରଏସଏସର କୃଷ୍ଣ ଗୋପାଳ, ରାମ ଲାଲ ଏବଂ ଆଲୋକ କୁମାର  ଆଡଭାଣୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପ୍ରାଣ ପ୍ରତିଷ୍ଠାକୁ ନିମନ୍ତ୍ରିତ କରିଥିଲେ।  କିନ୍ତୁ  ଶୀତର ପ୍ରକୋପ  ଏବଂ  ବର୍ଷା ହେଉଥିବା ଯୋଗୁ ଆଡଭାଣୀ ପ୍ରାଣ ପ୍ରତିଷ୍ଠାରେ ଉପସ୍ଥିତ ରହିବେ ନାହିଁ। 

ତାତି
14m ago
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
24m ago
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର
ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା