ସ୍ବଦେଶୀ ସ୍ପେଶ ଷ୍ଟାର୍ଟଅପକୁ ମୋଦି ସରକାରଙ୍କ ପ୍ରୋତ୍ସାହନ
by Argus News
Sun, Oct 27 | 9:15 p.m.

ଅର୍ଗସ ବ୍ୟୁରୋ : ସ୍ବଦେଶୀ ସ୍ପେଶ ଷ୍ଟାର୍ଟଅପକୁ ମୋଦି ସରକାରଙ୍କ ପ୍ରୋତ୍ସାହନ । ଭାରତୀୟ ସେନାକୁ ହାଇଟେକ କରିବା ସହ ଆଗାମୀ ସମୟର ଆହ୍ବାନକୁ ମୁକାବିଲା କରିବାକୁ ସମର୍ଥ କରିବାକୁ ବଡ଼ ଯୋଜନା ହୋଇଥିବା କହିଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ । ଦେଶରେ ସ୍ପେଶ ଷ୍ଟାର୍ଟଅପ ଗୁଡ଼ିକୁ ବଳ ଦେବାକୁ ମୋଦି ସରକାର 1 ହଜାର କୋଟିର ଫଣ୍ଡ ଯୋଗାଇ ଦେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ : ୧୧୫ତମ ‘ମନ କୀ ବାତ୍‌’ରେ ଆନିମେସନ ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

ଏଥିପାଇଁ ବାୟୋ ଇକୋନୋମି ବୃଦ୍ଧି କରିବାକୁ ସରକାର ବାୟୋ-ଇ-ଥ୍ରୀ ପଲିସି ପ୍ରଣୟନ କରିବା ସହ ଷ୍ଟାର୍ଟଅପ ଗୁଡ଼ିକୁ ପ୍ରଥମ ଶହେ ଦିନର ଟାର୍ଗେଟ୍ ଦେଇଛନ୍ତି । ଏହି ଯୋଜନାରେ ଭାରତୀୟ ସେନାକୁ ବିଶ୍ବସ୍ତରୀୟ ଯୁଦ୍ଧାସ୍ତ୍ର ସହ ରୋବୋଟିକ ଯାନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
 

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ