ପାରାଅଲମ୍ପିଆଙ୍କୁ ଭେଟିଲେ ମୋଦି
by Argus News
Thu, Sep 12 | 9:13 p.m.

ଅର୍ଗସ ବ୍ୟୁରୋ: ପ୍ୟାରିସ୍ ରୁ ଫେରିବା ପରେ  ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ସାକ୍ଷତ କରିଛନ୍ତି ପାରାଅଲମ୍ପିକ ଖେଳାଳୀ ମାନେ..ଆଜି ଦିଲ୍ଲୀରେ ନିଜ ବାସ ଭବନ ରେ ପାରିସ୍ ରୁ ଫେରିଥିବା ସମସ୍ତ ପାରା ଅଲମ୍ପିକ ପଦକ ବିଜେତାଙ୍କ ସମେତ ସମସ୍ତ ଖେଳାଳୀଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଖେଳାଳୀ ମାନଙ୍କ ଅନୁଭୂତି ବିଷଯରେ ପଚାରି ବୁଝିଥିଲେ..ପ୍ରଧାନମନ୍ତ୍ରୀ ଙ୍କ ସହ ସାକ୍ଷାତ କରି ସମସ୍ତ ଖେଳାଳୀ ବହୁତ ଖୁସି ବୋଲି ପାରାଅଲମ୍ପିକ ମେଡାଲିଷ୍ଟ ମୋନା ଅଗ୍ରୱାଲ, ହରବିନ୍ଦର ସିଂ ଏବଂ ସୋନାଲ ପଟେଲ କହିଛନ୍ତି..ପ୍ରଧାନମନ୍ତ୍ରୀ ଙ୍କୁ ସାକ୍ଷାତ କରିବା ଏକ ଗର୍ବର କ୍ଷଣ ବୋଲି କହିଛନ୍ତି ଖେଳାଳୀ ମାନେ । 

 

ଗୁଟଖା
30m ago
ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ
ବ୍ରହ୍ମପୁର: ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ। ଲକ୍ଷାଧିକ ଟଙ୍କାର ମେସିନ ଗୁଟଖା ଜବତ । ଗଂଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉଁଶିଆପାଲ୍ଲୀରେ ଥିବା ନୀଳଚକ୍ର ପ୍ରଡକ୍ସନରେ ଦୀର୍
ହରିଲୁଟ
52m ago
ଚୂନ ମାରି ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା
ନୂଆପଡା: ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଏଠି ନିମ୍ନମାନର ସାମଗ୍ରୀ ଯୋଗାଇ ମାଲେମାଲ୍ ଇଞ୍ଜିନିୟର୍ । ନୂଆପଡ଼ା ଜିଲ୍ଲାରୁ ଆସିଲ
ବନ ବିଭାଗ
ହାତୀ ମୃତ୍ୟୁ ଘଟଣାରେ  ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ
ବାଲେଶ୍ୱର: ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ। ହାତୀ ମୃତ୍ୟୁ ଘଟଣା ରେ ସୋର ରେଞ୍ଜ ଔପଦା ବେତେଇ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ ୪ ସବୁଜ ବାହିନୀ କର୍ମଚାର