ଅହମ୍ମଦାବାଦରେ ୮୫ ହଜାର କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି
by Argus News
Mon, Mar 11 | 8:01 a.m.

ଅର୍ଗସ ବ୍ୟୁରୋ : ଆଜି ଗୁଜୁରାଟ ଓ ରାଜସ୍ଥାନ ଗସ୍ତରେ ପିଏମ ମୋଦି। ଅହମ୍ମଦାବାଦରେ ୮୫ ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ। ଏହା ପରେ ସାବରମତି ଆଶ୍ରମ ଗସ୍ତରେ ଯିବେ ପିଏମ ମୋଦି। ଗାନ୍ଧି ଆଶ୍ରମ ମେମୋରିଆଲ ପାଇଁ ମାଷ୍ଟର ପ୍ଲାନ ଲଞ୍ଚ୍ କରିବା ସହ କୋଚ୍ରାବ ଆଶ୍ରମର ଲୋକାର୍ପଣ କରିବେ।  

ଅଧିକ ପଢନ୍ତୁ : ଆସାମ ଓ ଅରୁଣାଚଳପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ଏହା ପରେ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ରାଜସ୍ଥାନର ପୋଖରାନରେ ଭାରତର ତିନି ସେନାର ଯବାନଙ୍କ ଦ୍ବାରା ମିଳିତ ଏକ୍ସରସାଇଜ ଭାରତ ଶକ୍ତି ଦେଖିବେ। ଏହି ଏକ୍ସରସାଇଜରେ ଭାରତୀୟ ପ୍ରତିରକ୍ଷା ଉପକରଣ ଗୁଡିକର କ୍ଷମତା ପ୍ରଦର୍ଶନ ସହ ଯବାନଙ୍କ ବୀରତ୍ବର ନିଦର୍ଶନ ଦେଖିବାକୁ ମିଳିବ।

DP
ବିଜେପିର ମୁଖ୍ୟମନ୍ତ୍ରୀ କିଏ ? ଧର୍ମେନ୍ଦ୍ର ଦେଲେ ଜବାବ
ଅର୍ଗସ ବ୍ୟୁରୋ : ଘୋଷଣା ହୋଇଗଲା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ । ଓଡ଼ିଶାର ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆ ହେବେ । ପ୍ରେସମିଟ୍‌ ପରେ ସାମ୍ବାଦିକଙ୍କୁ ଏମିତ
MIGRANT
ବିକାଶର ମାନେ କ'ଣ ଦାଦନ ?
ଅର୍ଗସ ବ୍ୟୁରୋ : ବିଜେଡିର ବିକାଶ ଭେଳିକି ବନାମ ଧର୍ମେନ୍ଦ୍ରଙ୍କ ବିକାଶର ଲକ୍ଷ୍ୟ । କେମିତି ରାଜ୍ୟର ବିକାଶ ହେବ, ଦେଶର ନମ୍ବର ୱାନ ରାଜ୍ୟର ମାନ୍ୟତା ପାଇବ ସେନେଇ ଚିନ୍ତା କରୁଛି ବିଜେପି
NAVEEN PATNAIK
ଚ୍ୟାଲେଞ୍ଜ ଆକସେପ୍ଟ କଲେ 50-50 !
ଅର୍ଗସ ବ୍ୟୁରୋ : ମୋଦି ଆହ୍ଵାନ ଦେଇଥିଲେ ନବୀନ ବିନା କାଗଜରେ କଂଟାବାଞ୍ଜିର ୧୦ ଗାଁର ନାଁ କହିପାରିବେ କି ? ଆଉ ମୋଦିଙ୍କ ଗସ୍ତର ଠିକ୍‌ ପରଦିନ କଂଟାବାଞ୍ଜି ଗସ୍ତରେ ଗଲେ ମୁଖ୍ୟମନ୍ତ୍ର