ଭାଇରାଲ ହେଉଛି ମୋଦିଙ୍କ ସେଲ୍ଫି
by Argus News
Sat, Jun 15 | 1:20 p.m.

ଅର୍ଗସ ବ୍ୟୁରୋ: ଭାଇରାଲ ହେଉଛି ଦୁଇ ପ୍ରଧାନମନ୍ତ୍ରୀଙ୍କ ସେଲ୍ଫି । ଭାଇରାଲ ଫଟୋରେ ଦେଖିବାକୁ ମିଳିଛି କି, ଭାରତ ଏବଂ ଇଟାଲୀ ମଧ୍ୟରେ ଥିବା ଗଭୀର ବନ୍ଧୁତା । ସେଲ୍ଫିରେ ଦୁଇ ନେତାଙ୍କୁ ହସୁଥିବା ଦେଖିବାକୁ ମିଳିଛି । ମୋଦିଙ୍କ ସହିତ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସେଲ୍ଫି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସୂଚନା ଅନୁଯାୟୀ ଶୁକ୍ରବାର ଇଟାଲୀର ଆପୁଲିଆରେ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଗ ନେଇଥିଲେ। ମୋଦି ମେଲୋନିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି। ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଜର୍ଜିଆ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଏହା ଥିଲା ମୋଦିଙ୍କର ପ୍ରଥମ ବିଦେଶ ଯାତ୍ରା।ତେବେ ଗତ ବର୍ଷ ଦୁବାଇରେ ଅନୁଷ୍ଠିତ COP28 ଜଳବାୟୁ ଶିଖର ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ସେଲଫି ଇଣ୍ଟରନେଟରେ ଖୁବ ଭାଇରଲ ହୋଇଥିଲା।

 
ମେଲୋନି ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଇବା ସହ ମୋଦି ମଧ୍ୟ G7 ଆଉଟ୍ରିଚ୍ ଶିଖର ସମ୍ମିଳନୀରେ ଭାଗ ନେବାକୁ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି ଏବଂ କାର୍ଯ୍ୟକ୍ରମର ସଫଳ ସମାପ୍ତି ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।  ଆଜି ସକାଳେ ମୋଦି ଦିଲ୍ଲୀ ଫେରିଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର

ମୋହନ ମାଝୀ
1m ago
ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର 30 ଓ 1 ତାରିଖ ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସେ ବିଜେପିର ପରିବର୍ତ୍ତନ ଯାତ୍ରାର
ଟେଷ୍ଟ
ଟେଷ୍ଟରେ ଅଶ୍ବିନ ରାଜ୍,ଭାଙ୍ଗିଲେ କୁମ୍ବଲେଙ୍କ ରେକର୍ଡ,ଏସିଆରେ ଦ୍ବିତୀୟ
ଅର୍ଗସ ବ୍ୟୁରୋ:ବିଶ୍ବ କ୍ରିକେଟରେ ଟେଷ୍ଟରେ ରାଜ୍ କରୁଛନ୍ତି ଆର.ଅଶ୍ବିନ,ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ କରୁଛନ୍ତି କମାଲ୍ । କାନପୁର ଟେଷ୍ଟରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେ
କାଶ୍ମୀର
କାଶ୍ମୀରକୁ ପାଲେଷ୍ଟାଇନ୍ ସହିତ ପାକିସ୍ତାନ ତୁଳନା କରିବା ହାସ୍ୟାସ୍ପଦ:ମଙ୍ଗଳନନ୍ଦନ
ଅର୍ଗସ ବ୍ୟୁରୋ: ପାକିସ୍ତାନର ମିଛବର୍ଷିଛି ଭାରତ।ଜାତିସଂଘ ମହାସଭାରେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ପୁଣି ବିଷ ଓଗାଳିଛନ୍ତି,ଦେଖିବାକୁ ମିଳିଛି ପାକିସ୍ତାନର କାଶ୍ମୀର ରାଗ । ଭାର