ବିଜେପିରେ ମିଶିଲେ ୪୦ରୁ ଉର୍ଦ୍ଧ୍ବ ନେତା
by Argus News
Mon, Mar 04 | 12:36 p.m.

ନୂଆପଡା : ବିଜେପିର କର୍ମୀ ସମ୍ମିଳନୀ l ବିଜେପି ରେ ମିଶିଲେ ବିଜେଡି କଂଗ୍ରେସ ଦଳର ୪୦ ରୁ ଉର୍ଦ୍ଧ ନେତା l ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ନଙ୍ଗଲବୋର୍ଡ଼ ଠାରେ ବିଜେପି ର କର୍ମୀ ସମ୍ମିଳନୀ ଅନୁଷ୍ଠିତ l କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉନ୍ନୟନ ମୂଳକ ଯୋଜନା କୁ ସନ୍ତୁଷ୍ଟ ହୋଇ ମୋଦି ଗ୍ୟାରେଣ୍ଟି କୁ ପସନ୍ଦ କରି ନଙ୍ଗଲବୋର୍ଡ଼ ଅଞ୍ଚଳର ବିଭିନ୍ନ ଦଳର ୪୦ ରୁ ଉର୍ଦ୍ଧ ନେତା ବିଜେପି ରେ ମିଶିଛନ୍ତି l

ଅଧିକ ପଢନ୍ତୁ : 'ଆମ ଲିଙ୍କରେ ଅନେକ ବିଜେଡି ନେତା ଅଛନ୍ତି '

ବିଜେଡି, କଂଗ୍ରେସ ଦଳରେ ଥିବା ଏହି ନେତା ମାନେ ବିଜେପି ରେ ମିଶି ବେଶ ଖୁସି ଅଛନ୍ତି l ଉପାନ୍ତ ଦୁର୍ଗମ ଇଲାକା ନଙ୍ଗଲବୋର୍ଡ଼ ଅଞ୍ଚଳ ରେ ନବୀନ ସରକାର ର ବିକାଶ ଅପହଞ୍ଚ ନେଇ ବିଜେଡି ସରକାର ଉପରେ ବର୍ଷି ଥିଲେ ବିଜେପି କର୍ମୀ l ଏହି ବିଜେପି କର୍ମୀ ସମ୍ମିଳନୀ ରେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ l

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ