ବିଜେପୁର ବିକାଶର ବଡ ପ୍ରତିଶ୍ରୁତି ଦେଇଥିଲେ ବିଜେଡି ମୁଖିଆ, ହେଲେ...
by Argus News
Thu, Apr 18 | 9:32 a.m.

ଅର୍ଗସ ବ୍ୟୁରୋ:  ଏଥର ସାଧାରଣ ନିର୍ବାଚନରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ନବୀନ। ବିଜେପୁର ପରେ କଣ୍ଟାବାଞ୍ଜିରୁ ନବୀନଙ୍କ ପାର୍ଥିତ୍ବକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। 2019ରେ ବିଜେପୁର ବିକାଶର ବଡ ପ୍ରତିଶ୍ରୁତି ଦେଇଥିଲେ ବିଜେଡି ମୁଖିଆ ।  କୂଆଡେ ଗଲା ବିଜେପୁର ବିକାଶର ଦାୟୀତ୍ବ, କେତେ ଦୂର ପୂରଣ ହେଲା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି। ବିଜେପୁରରେ ଭଲ ବସ ଷ୍ଟାଣ୍ଡ, ବିଜେପୁରର ସବୁ ଗାଁକୁ ରାସ୍ତା ଓ ବିଜୁଳି, ବିଜେପୁରର ସିଭିଲ କୋର୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ, ଗାଇସିଲଟରେ ଚାହିଦା ମୂତାବକ ଜଳ ସେଚନ, ଚାଷୀଙ୍କୁ ଇନପୁଟ ସବସିଡି କୂଆଡେ ଗଲା । ଗତ 5 ବର୍ଷରେ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ