ବିନା ପରୀକ୍ଷାରେ ମିଳିବ ଚାକିରି, କରନ୍ତୁ ଆବେଦନ...
by Argus News
Thu, Apr 18 | 5:20 p.m.

ଅର୍ଗସ ବ୍ୟୁରୋ : ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (ଏନଟିପିସି) ରେ ଚାକିରି ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ । ଯେଉଁ ପ୍ରାର୍ଥୀମାନେ ଏହି ପଦବୀରେ ଚାକିରି କରିବାକୁ ଚାହୁଁଛନ୍ତି ତା ହେଲେ ତୁରନ୍ତ ଆବେଦଲ କରନ୍ତୁ । ଆବେନ କରିବାର ଏନଟିପିସିର ଅଫିସିଆଲ ୱେବସାଇଟ୍ ହେଲା ntpc.co.in ଜରିଆରେ ଆବେଦନ କରିପାରିବେ । ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଭର୍ତ୍ତି ପାଇଁ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ୨୦ ଏପ୍ରିଲ ପୂର୍ବରୁ ଆବେଦନ କରିପାରିବେ । ଏନଟିପିସିର ଏହି ପଦପି ପାଇଁ ୧୧ଟି ପୋଷ୍ଟ ରହିଛି । ଯଦି ଆପଣ ଆହେଦନ କରିବାକୁ ଚାହୁଁଛନ୍ତି ତାହେଲେ ତୁରନ୍ତ ଆବେଦନ କରନ୍ତୁ । 

ପଦବୀ ବିବରଣୀ....
ଆସୋସିଏଟ ସିଭିଲ - ୨
ଆସୋସିଏଟ ମେକାନିକାଲ - ୨
ଆସୋସିଏଟ - ୭
ଇଛୁକ ପ୍ରାର୍ଥୀ ମାନେ ୨୦ ଏପ୍ରିଲ ପୂର୍ବରି ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା - ଆସୋସିଏଟ ସିଭିଲ ପାଇଁ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରେ କିମ୍ବା ସଂସ୍ଥାରୁ ମେକାନିକାଲ ଇଂଜିନିୟରିଂରେ ବିଇ କିମ୍ବା ବିଟେକ ଡ଼ିଗ୍ରୀ ହାସଲ କରିଥିବା ଜରୁରୀ ।

ବୟସ ସୀମା - ଇଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ସର୍ବାଧିକ ବୟସ ୬୪ ବର୍ଷ କରାଯାଇଛି । ସଂରକ୍ଷିତ ବର୍ଗ ପ୍ରର୍ଥୀଙ୍କୁ ବୟସ ସୀମାରେ ଛାଡ଼ ମିଳିବ ।

ଆବେଦନ ଶୁଳ୍କ - ଆବେଦନ କରିବା ପାଇଁ ଇଛୁକ ପ୍ରର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ