କୋଲକାତାରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ
by Argus News
Sat, Nov 11 | 5:57 a.m.

ଅର୍ଗସ ବ୍ୟୁରୋ : ଜଳିଗଲା ଓଡ଼ିଶା ଆସୁଥିବା ବସ୍ । ଚଳନ୍ତା ବସରେ ଲାଗିଲା ନିଆଁ । ଅଧାବାଟରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍ । ଅଗ୍ନିକାଣ୍ଡ ଘଟିଛି ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁରରେ । ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ପାରାଦୀପ ଆସୁଥିଲା । ରାତି ପ୍ରାୟ ସାଢ଼େ ୯ରୁ ୧୦ଟା ମଧ୍ୟରେ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି ।

ଅଧିକ ପଢନ୍ତୁ: ଅଗ୍ନିକାଣ୍ଡରେ ଚାଲିଗଲା ମହିଳାଙ୍କ ଜୀବନ

୩୧ ଜଣ ଆହତ ଯାତ୍ରୀଙ୍କୁ ବସରୁ ଉଦ୍ଧାର କରାଯାଇଥିବା ସୂଚନା । ତେବେ ବସରେ କେମିତି ନିଆଁ ଲାଗିଲା ? ସେନେଇ ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ବସରେ କିଛି ବିସ୍ଫୋରକ ସାମଗ୍ରୀ ଥିବା କୁହାଯାଉଛି । ନିଆଁ ଲାଗିଥିବା ବସଟି କୋଲକାତାର ଶିବମ ଟ୍ରାଭେଲ୍ସର ସୂଚନା ।

ଭାରତ ଖବର ଆହୁରି ପଢନ୍ତୁ

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍