କମିବ ତେଲ ଦର 
by Argus News
Fri, Dec 29 | 2:36 p.m.

ଭୁବନେଶ୍ୱର: କମିବ ତେଲ ଦର । ପେଟ୍ରୋଲ ଓ ଡିଜେଲ୍ ଦର ଆସନ୍ତା କିଛି ଦିନରେ କମିପାରେ। ୧୦ ଟଙ୍କା ପର୍ଯ୍ୟନ୍ତ ଦର କମିପାରେ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ ଏହି ପ୍ରସଙ୍ଗରେ ତୈଳ କମ୍ପାନୀ ଗୁଡିକ ସହ କେନ୍ଦ୍ର ସରକାର କଥାବାର୍ତ୍ତା ଜାରି ରଖିଛନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ମଧ୍ୟ ଶସ୍ତା ହୋଇଛି। ସେଥିପାଇଁ ତୈଳ ଦର କମିବା ସମ୍ଭାବନା ସୃଷ୍ଟି ହୋଇଛି। 

ମେ ୨୦୨୨ ମସିହା ପରଠୁ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବରୁ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲରେ ଲିଟର ପ୍ରତି ୧୭ ଟଙ୍କା ଏବଂ ଡିଜେଲ୍ ଲିଟର ପ୍ରତି କ୍ଷତି ସହୁଥିଲେ । କିନ୍ତୁ ଅଶୋଧିତ ତୈଳ ଦର ଶସ୍ତା ହେବା ପରେ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲରେ ଲିଟର ପ୍ରତି ୮-୧୦ ଟଙ୍କା ଏବଂ ଡିଜେଲ୍ ଲିଟର ପ୍ରତି ୩ରୁ ୪ଟଙ୍କା ଲାଭ କରୁଛନ୍ତି ।  

 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ