ଅଯୋଧ୍ୟା ପାଲଟିବ ଭାରତର ଭାଟିକାନ ସିଟି
by Argus News
Tue, Feb 13 | 7:39 a.m.

ଅର୍ଗସ ବ୍ୟୁରୋ: ଅଯୋଧ୍ୟା ପାଲଟିବ ଭାରତର ଭାଟିକାନ ସିଟି। ଦେଶର ଏକ ପ୍ରମୁଖ ଧାର୍ମିକ ସ୍ଥଳର ମାନ୍ୟତା ପାଇଥିବା ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବାପରେ ଏଠାକୁ ପ୍ରତିଦିନ ଆସୁଥିବା ଭକ୍ତଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ 5 ବର୍ଷ ମଧ୍ୟରେ ଅଯୋଧ୍ୟାରେ ଶହେରୁ ଅଧିକ ହୋଟେଲ ଖୋଲିବାର ସମ୍ଭାବନା ଦେଖା ଦେଇଛି।

ସାରା ବିଶ୍ବବାସୀ ଏବେ ଅଯୋଧ୍ୟା ଗସ୍ତ କରିବାକୁ ଚାହୁଁଛନ୍ତି। ଭାରତକୁ ଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ରାମଲାଲାଙ୍କ ଦର୍ଶନ କରିବାକୁ ବେଶ ଇଚ୍ଛୁକ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଆଗାମୀ 5 ବର୍ଷ ଭିତରେ ଆଯୋଧ୍ୟାରେ ହେଟୋଲ ବ୍ୟବସାୟ ଖୁବ୍ ଆଗେଇବ ବୋଲି ବିଭିନ୍ନ ମହଲରୁ ମତ ପ୍ରକଶ ପାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

ADR REPORT
6m ago
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟ
ଆଇଲାସେସ୍
11m ago
ଆଖି ନଷ୍ଟ କରେ ଆଇଲାସେସ୍
ଅର୍ଗସ ବ୍ୟୁରୋ: ସବୁ ଝିଅଙ୍କୁ ମେକଅପ୍ ନେବାକୁ ଭଲଲାଗେ। ଆଜିକାଲି ମାର୍କେଟକୁ ଏତେ ସବୁ ମେକଅପ୍ ପ୍ରଡକ୍ସ ଆସିଲାଣି ତାର ଗଣନା କରିହେବନି। ମେକଅପ୍ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇପାରୁଛି
HEAT WAVE
29m ago
ତତଲା କଢେଇରେ ଭାଜି ହେଉଛି ଓଡିଶା
ଅର୍ଗସ ବ୍ୟୁରୋ: ତତଲା କଢେଇରେ ସାରା ଓଡ଼ିଶା। ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳୁ ସକାଳୁ ପ୍ରବାଳ ଗରମ ହେଉଛି । ସକଳ 8.30 ସୁଦ୍ଧା ଭୁବନେଶ୍ୱରରେ ପାରଦ 34.6 ରେକର୍ଡ କରାଯାଇଛ