ଅଯୋଧ୍ୟା ପାଲଟିବ ଭାରତର ଭାଟିକାନ ସିଟି
by Argus News
Tue, Feb 13 | 7:39 a.m.

ଅର୍ଗସ ବ୍ୟୁରୋ: ଅଯୋଧ୍ୟା ପାଲଟିବ ଭାରତର ଭାଟିକାନ ସିଟି। ଦେଶର ଏକ ପ୍ରମୁଖ ଧାର୍ମିକ ସ୍ଥଳର ମାନ୍ୟତା ପାଇଥିବା ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବାପରେ ଏଠାକୁ ପ୍ରତିଦିନ ଆସୁଥିବା ଭକ୍ତଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ 5 ବର୍ଷ ମଧ୍ୟରେ ଅଯୋଧ୍ୟାରେ ଶହେରୁ ଅଧିକ ହୋଟେଲ ଖୋଲିବାର ସମ୍ଭାବନା ଦେଖା ଦେଇଛି।

ସାରା ବିଶ୍ବବାସୀ ଏବେ ଅଯୋଧ୍ୟା ଗସ୍ତ କରିବାକୁ ଚାହୁଁଛନ୍ତି। ଭାରତକୁ ଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ରାମଲାଲାଙ୍କ ଦର୍ଶନ କରିବାକୁ ବେଶ ଇଚ୍ଛୁକ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଆଗାମୀ 5 ବର୍ଷ ଭିତରେ ଆଯୋଧ୍ୟାରେ ହେଟୋଲ ବ୍ୟବସାୟ ଖୁବ୍ ଆଗେଇବ ବୋଲି ବିଭିନ୍ନ ମହଲରୁ ମତ ପ୍ରକଶ ପାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

POLICE
36m ago
ବାଂଲାଦେଶ ନାବାଳିକା ଉଦ୍ଧାର, ଦଲାଲ ସ୍ୱାମୀ, ସ୍ତ୍ରୀକୁ ଗିରଫ କଲା ପୋଲିସ
ଅର୍ଗସ ବ୍ୟୁରୋ: କଟକରୁ ବାଂଲାଦେଶ ନାବାଳିକା ଉଦ୍ଧାର ଘଟଣା । କଟକ ସଦର ଥାନା ଅଞ୍ଚଳରୁ ଦଲାଲ ସ୍ବାମୀ, ସ୍ତ୍ରୀକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ଗିରଫ ଦମ୍ପତିଙ୍କ
PARLIAMENT
54m ago
ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ
ଅର୍ଗସ ବ୍ୟୁରୋ: ପ୍ରସ୍ତୁତ ସରକାର...ପ୍ରସ୍ତୁତ ବିରୋଧୀ । ଆଜିଠୁ ସଂସଦରେ ସରଗରମ ହେବ ଚର୍ଚ୍ଚା । ଶୀତକାଳୀନ ଅଧିବେଶନରେ ମୋଟ ୧୬ଟି ବିଲ୍‌ ଉପସ୍ଥାପନ ପାଇଁ ଲକ୍ଷ୍
CRIME BRANCH
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ହାତକୁ ଗଲା ୩ କେଶ୍
ଅର୍ଗସ ବ୍ୟୁରୋ: ଯାଜପୁରରେ ପହଞ୍ଚିଲା କ୍ରାଇମ୍ ବ୍ରାଞ୍ଚ ଟିମ୍। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ହାତକୁ ଗଲା ୩ କେଶ୍। ୩ ଟି ଟିମ ଗଠନ କର
ASTROLOGICAL
ଜାଣନ୍ତୁ ଆଜିର ରାଶିଫଳ, ସତର୍କ ରୁହ ଏହି ରାଶି...
ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ ଜାଣି ରଖନ୍ତୁ। ମେଷ- ପାରିବାରିକ କ୍ଷେତ୍ରରେ ଅର୍ଥସଂକଟ ଦେଖାଦେବ। ସ୍ଥଗିତ କର୍ମ ସମ୍ପାଦନ କରିବାରେ ସମସ୍ୟାର ସମ୍ମୁଖୀନ ହେବେ
RISHABH PANT
ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ
ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୫ ପାଇଁ ନିଲାମୀ ପ୍ରକ୍ରିୟା ଜାରି । ସାଉଦି ଆରବରେ ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ମେଗା ଅକ୍ସନରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍