ଗୁପଚୁପର ମୂଲ୍ୟ ଶୁଣିଲେ ଉଡିବ ହୋସ୍‌ 
by Argus News
Fri, May 03 | 4:23 p.m.

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଦେଶର ସବୁଠାରୁ ଦାମୀ ଗୁପଚୁପ୍‌ ବି ମିଳୁଛି।  ଏହାର ମୂଲ୍ୟ ଶୁଣିଲେ ଆପଣଙ୍କର ହୋସ ଉଡିଯିବ।   ଗୁପଚୁପ ଭାରତର ପ୍ରତ୍ୟେକ ସହରରେ,ଗଳି,କନ୍ଦିରେ ମିଳିଥାଏ। ରାସ୍ତାକଡରେ  ବିକ୍ରି ହେଉଥିବା  ଗୁପଚୁପ ସସ୍ତା ହୋଇଥାଏ।  କିନ୍ତୁ ସେହି ଗୁପଚୁପକୁ ଯଦି ଆମେ ରେଷ୍ଟୁରାଣ୍ଟ ରେ ଖାଇବା ତେବେ ଏହାର ମୂଲ୍ୟ ଅଧିକ ଥାଏ।

ମୂଲ୍ୟ ଯେପରିକି ୩୦. ୪୦, ୫୦ ଏବଂ ୧୦୦ ଟଙ୍କା ପ୍ଲେଟ ପ୍ରତି ହୋଇପାରେ।  ହେଲେ ମୁମ୍ବାଇରେ ଗୋଟିଏ ପ୍ଲେଟ ଗୁପ୍‌ଚୁପ ର ମୂଲ୍ୟ ୩୩୩ ଟଙ୍କା । ଗୋଟିଏ ପ୍ଲେଟ୍‌ ରେ ରଖାଯାଇଥିବା ୮ ଟି ଗୁପ୍‌ଚୁପର ମୂଲ୍ୟ ୩୩୩ ଟଙ୍କା।  ଏହି ଦାମୀ ଗୁପ୍‌ଚୁପ  ମୁମ୍ବାଇର ଏୟାରପୋର୍ଟରେ ଉପଲବ୍ଧ। ତେବେ ଗୁପଚପ୍‌ର ଏତେ ଉଚ୍ଚ ଦର ପାଇଁ ଲୋକମାନେ ଆଶ୍ଚର୍ଯ୍ୟ     ।   

ଅଧିକ ପଢନ୍ତୁ ଭାରତ ଖବର 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ