ଚୁଟକିରେ ଜାଣିବେ PF ଟଙ୍କା
by Argus News
Sat, May 04 | 12:16 p.m.

ଅର୍ଗସ ବ୍ୟୁରୋ : ଚାକିରି ପରେ PF ଟଙ୍କା ପାଇଁ ଅସୁବିଧା ହେଉଛି କି ? କିପରି ଫେରିପାଇବେ ନିଜର PF ଟଙ୍କା ? ଏଥିପାଇଁ ଆସିଛି ସହଜ ଉପାୟ । UMANG ଆପରୁ ଆପଣ ମାନେ ନିଜର ପିଏଫ ଟଙ୍କାକୁ ଫେରିପାଇ ପାରିବେ । EPFO ନମ୍ବର ଦ୍ଵାରା ଘରେ ରହି PF ଟଙ୍କା ଅତି ସହଜରେ ଆଣି ପାରିବେ । 

ଅଧିକ ପଢନ୍ତୁ ଭାରତ ଖବର

ନିଜ ମୋବାଇଲରେ UMANG ଆପ୍ ଡାଉନଲୋଡ କରନ୍ତୁ । ଏହି ଆପରେ ନିଜର ଆଧାର ନମ୍ବରକୁ ରେଜିଷ୍ଟ୍ରେସନ କରାନ୍ତୁ । ରେଜିଷ୍ଟ୍ରେସନ ପରେ EPFO ସର୍ଭିସି ଚୟନ କରନ୍ତୁ । ଏହା ପରେ RAISE CLAIMକୁ ଚୟନ କରନ୍ତୁ । ଏହା ପରେ ୧୨ ନମ୍ଵର ବିଶିଷ୍ଟ ୟୁନିଭର୍ସାଲ ଆକାଉଣ୍ଟ ନମ୍ଵର ଦିଅନ୍ତୁ । ରେଜିଷ୍ଟ୍ରେସନ ମୋବାଇଲ ନମ୍ଵରରେ OTP ଦିଅନ୍ତୁ । ଏଥିରେ ନିଜର ଜରୁରୀ ସୂଚନା ଦିଅନ୍ତୁ । ଏହା ପରେ ଆପଣକୁ ଏକ ରେଫରେନ୍ସ ନମ୍ଵର ଦିଆଯିବ, ଯେଉଁଥିରେ ଆପଣ ନିଜର PF ଟଙ୍କାର ସୁବିଧା ପାଇପାରିବେ । ଚାକିରି ପରେ ଏହି PF ଟଙ୍କା ସୁବିଧାଜନକ ହୋଇଥାଏ । 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ