ଝାଡ଼ଖଣ୍ଡରେ ପ୍ରଚାର ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ
by Argus News
Sat, May 04 | 2:06 p.m.

ଅର୍ଗସ ବ୍ୟୁରୋ : ଝାଡ଼ଖଣ୍ଡରେ ପ୍ରଚାର ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଭାରତ ଉପରେ ଆତଙ୍କବାଦ ଆକ୍ରମଣ ହେଲେ କଂଗ୍ରେସେ ପାକିସ୍ତାନକୁ ଲଭ୍ ଲେଟର ଲେଖୁଥିଲା । କିନ୍ତୁ ଏବେ ସମୟ ବଦଳିଛି । ସିଧାସଳଖ ଆକ୍ରମଣ କରୁଛି ଭାରତ । ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ ପରେ ଦୋହଲି ଯାଇଛି ପାକିସ୍ତାନ । 

ଅଧିକ ପଢନ୍ତୁ ଭାରତ ଖବର

ଏଥିସହ ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ହ୍ରାସ ପାଇଛି ମାଓ ସମସ୍ୟା । ଭୁଶୁଡୁଛି ମାଓ ଦୁର୍ଗ । ପୂର୍ବରୁ ମାଓବାଦୀ ମାନେ ଏହି ରାଜ୍ୟ ଗୁଡିକରେର ଆତଙ୍କ ଖେଳାଉଥିଲେ । ଯୁବକମାନଙ୍କୁ ବିଭ୍ରାନ୍ତ କରି ମାଓ ସଂଗଠନରେ ମିଶାଯାଉଥିଲା । କିନ୍ତୁ ୨୦୧୪ରେ, ଆପଣଙ୍କର ଗୋଟିଏ ଭୋଟ୍ କାମ କଲା ଏବଂ ସାରା ବିଶ୍ବ ଭାରତର ଗଣତନ୍ତ୍ରକୁ ଅଭିବାଦନ ଜଣାଇଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ