ଦୁବାଇରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
by Argus News
Fri, Dec 01 | 7:30 a.m.

ଅର୍ଗସ ବ୍ୟୁରୋ:  ଦୁବାଇରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁବାଇ ବିମାନବନ୍ଦରରେ ପହଁଚିଲା ପରେ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ସେଠାରେ ବାସ କରୁଥିବା ପ୍ରବାସୀ ଭାରତୀୟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ଆଜି ମୋଦି ଦୁବାଇରେ ଅନୁଷ୍ଠିତ ହେଉଥିବା COP-28 ର ବିଶ୍ୱ ଜଳବାୟୁ ଆକ୍ସନ୍ ସମ୍ମିଳନୀରେ ଯୋଗଦେବେ । 200 ରୁ ଅଧିକ ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେବେ । ଚଳିତ ବର୍ଷ ଦୁବାଇରେ ଏହି ସମ୍ମିଳନୀ ନଭେମ୍ବର 30 ରୁ ଡିସେମ୍ବର 12 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । 

ଡିସେମ୍ବର ୧ରେ COP28 ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମିଟ୍ ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି
10m ago
ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ। ଗତକାଲି ସନ୍ଧ୍ୟାରେ ସରିଲା ନେତାଙ୍କ ଧୂଆଁଧାର ପ୍ରଚାର। ସୋମବାର ଭୋଟ୍ ଦେବେ 62 ଲକ୍ଷ 87 ହଜାର ଭୋଟର। ୭୩୦୩ ମତଦା
୩୦ ଲକ୍ଷ ଜରିମାନା
30m ago
୩୦ ଲକ୍ଷ ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ଅଧିନାୟକ ଋଷଭ ପନ୍ତ ନିଲମ୍ବିତ
ଅର୍ଗସ ବ୍ୟୁରୋ: ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା । ଦଳର କ୍ୟାପଟେନ୍ ରିଷଭ ପନ୍ତ ଚଳିତ ଆଇପିଏଲର ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲି
MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ