ମୃତ ଘୋଷିତ ଅପରାଧୀ ଗିରଫ
by Argus News
Thu, Apr 04 | 7:35 a.m.

ଅର୍ଗସ ବ୍ୟୁରୋ : ମୃତ ଘୋଷିତ ଅପରାଧୀ ଗିରଫ । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ । ମେଡିକାଲ ଘୋଷଣା ଅନୁସାରେ ଦୁଇ ବର୍ଷ ପୂର୍ବରୁ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ୧୫ ବର୍ଷ ପୂର୍ବର ଅପରାଧ ପାଇଁ ପୋଲିସ ପିଥୋରାଗଡ଼ ବାସିନ୍ଦା ମହମ୍ମଦ ଅଜମଲକୁ ଗିରଫ କରିଛି । 

ଅଧିକ ପଢନ୍ତୁ ଭାରତ ଖବର

୧୪ ଏପ୍ରିଲ ୨୦୦୮ରେ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ହପଡ଼ କରି ଫେରାର ହୋଇଯାଇଥିଲା । କିନ୍ତୁ  ୨ ବର୍ଷ ପୂର୍ବରୁ ୨୦୨୨ରେ ଅଭିଯୁକ୍ତଙ୍କ ପତ୍ନୀ ଅଜମଲଙ୍କ ମୃତ୍ୟୁ ପ୍ରମାଣପତ୍ର ଥାନାରେ ଦାଖଲ କରିଥିଲେ । ଏବେ ଉତ୍ତରାଖଣ୍ଡ ପୋଲିସ ହାତରେ ଅଭିଯୁକ୍ତ ଧରାପଡ଼ିବା ପରେ ଷଡ଼ଯନ୍ତ୍ର ଉପରୁ ପରଦା ହଟିଛି ।  ଅଭିଯୁକ୍ତ ମହମ୍ମଦ ଅଜମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ