କଲ୍ ରିସିଭ୍ ନକରିବାକୁ ସ୍ତ୍ରୀର ଗଳା ଚିପି ହତ୍ୟା କଲା ସ୍ବାମୀ
by Argus News
Wed, Nov 08 | 7:18 p.m.

ଅର୍ଗସ ବ୍ୟୁରୋ : କର୍ଣ୍ଣାଟକର ବେଙ୍ଗାଲୁରୁରେ ବୀଭତ୍ସ ହତ୍ୟା । କଲ୍ ରିସିଭ୍ ନକରିବାକୁ ସ୍ତ୍ରୀର ଗଳା ଚିପି ହତ୍ୟା କଲା ସ୍ବାମୀ । ପତ୍ନୀ ପୈତୃକ ଗାଁରେ ହସକୋଟେରେ ରହୁଥିବା ବେଳେ ଅଭିଯୁକ୍ତ ସ୍ବାମୀ ୨୩୦ କିମି ଦୂର ଚାମରାଜନଗର ସହରରେ କନଷ୍ଟେବଲ୍ ଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

କୌଣସି କାରଣ ପାଇଁ ପତ୍ନୀକୁ କଲ୍ କରିଥିଲା ହେଲେ ୧୫୦ କଲ୍ ପରେ ମଧ୍ୟ ପତ୍ନୀ କଲ୍ ରିସିଭ୍ କରିନଥିଲେ । ପରେ ଅଭିଯୁକ୍ତ ରାଗିଯାଇ ୨୩୦ କିମି ପତ୍ନୀଙ୍କ ପୈତୃକ ଘରକୁ ଯାଇ ପ୍ରଥମେ ନିଜେ କୀଟନାଷକ ଔଷଧ ପିଇଥିଲା ଓ ପରେ ସ୍ତ୍ରୀର ଗଳାଚିପି ହତ୍ୟା କରିଥିଲା । ତେବେ କେବଳ ସନ୍ଦେହ ପାଇଁ ଏତେ ବଡ଼ ଅଘଟଣ ଘଟିଥିବା କୁହାଯାଉଛି ।

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍