ନକଲି ଡାକ୍ତରଙ୍କୁ ଗିରଫ କଲା  ପୋଲିସ 
by Argus News
Thu, Oct 10 | 2:23 p.m.

 ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅଂଚଳ ରେ ଛତୁ ଫୁଟିଲା ଭଳି ବେଆଇନ କ୍ଲିନିକ ଖୋଲିବା ସହ ନକଲି ଡାକ୍ତରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଗାଁ ରେ ମାଲମାଲ ଡାକ୍ତର ରୋଗୀ ଙ୍କୁ ଚିକିତ୍ସା କରି ଜୀବନ ସହ ଖେଳ ମଧ୍ୟ ଖେଳୁଛନ୍ତି।  ହେଲେ ପୁଣି ଜଣେ ନକଲି ଡାକ୍ତର ଙ୍କୁ ଗିରଫ ପୋଲିସ କରିଥିବା ନେଇ ଅଂଚଳ ରେ ଚର୍ଚ୍ଚା ଜୋର ଧରିଛି।  ସଇଁତଲା ଥାନା ଟିକ୍ରାପଡା ଗାଁର ରଣାପଡା ଠାରେ ଦୀର୍ଘ ବର୍ଷ ହେବ ବେଆଇନ  ଭାବେ କ୍ଲିନିକ ଖୋଲିବା ସହ ଡାକ୍ତର ସାଜି ଲୋକଙ୍କୁ କରୁ ଥିଲେ ଚିକିତ୍ସା କିନ୍ତୁ ପୋଲିସ ପାଖରେ ଅଭିଯୋଗ ପରେ  ବେଆଇନ କ୍ଲିନିକ ପରେ ଚଢ଼ାଉ କରି ଗିରଫ  କଲା ପୋଲିସ।

ବିପୁଳ ପରିମାଣ ରେ ଔଷଧ ଜବତ ସହ ନକଲି ଡାକ୍ତର ଙ୍କୁ ଗିରଫ  କରିଛି ସଇଁତଲା ପୋଲିସ ଅଭିଯୁକ୍ତ ଜଣକ ହେଲେ ଟିକ୍ରାପଡା ଗାଁର ବିଦ୍ୟୁତ କୁମାର ବିଶ୍ୱାଲ ବୋଲି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି । ଅନ୍ୟପଟେ କିଛି ଦିନ ପୂର୍ବରୁ ଟିଟିଲାଗଡ଼ ଥାନା ପୁତୁଲି ଗାଁରୁ ଜଣେ ନକଲି ଡାକ୍ତର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା