ବାଇକରୁ ୧୪କେଜି ଗଞ୍ଜେଇ ଜବତ
by Argus News
Wed, Apr 10 | 12:12 p.m.

ଟିଟିଲାଗଡ: ତୁଷୁରା ଅବକାରୀ ବିଭାଗର ଵଡ ସଫଳତା । ଗୁଡଭେଲା- ତୁଷୁରା ରାସ୍ତାରେ ଅବକାରୀ ଵିଭାଗର କର୍ମଚାରୀ ମେନେ  ପାଟ୍ରୋଲିଂ କରିଵା ସହ ଗାଡିକୁ ଯାଞ୍ଚ କରୁଥିଲେ ।ସେହି ସମୟରେ ଏକ ବାଇକରୁ ୧୪କେଜି ଗଞ୍ଜେଇ ଜବତ କରିବା ସହ ଜଣେ ନାବାଳକଙ୍କୁ ଗିରଫ କରିଛି ଅଵକାରୀ ଵିଭାଗ । ଵାଇକଟି  ଅବକାରୀ ବିଭାଗଙ୍କୁ ଦେଖି ବାଇକ ଦ୍ରୁତ ଗତିରେ ଆସୁଥିଲା। ହଠାତ୍ ଅବକାରୀ କର୍ମଚାରୀଙ୍କୁ ଦେଖୁ ସେମାନେ ଫେରାର ଉଦ୍ୟମ କରିଥିଲେ। ଅବକାରୀ ବିଭାଗ ଗୋଟିଏ ବାଇକକୁ କାବୁକରି ପଚରା ଉଚରା କରିଵା ପରେ ତାଙ୍କ ପାଖରୁ ୧୪ କେଜିର ଗଞ୍ଜେଇ ଜବତ କରାଯାଇଥିଲା ।

ଛତିଶଗଡ଼ର  ରାୟପୁରକୁ  ବେଆଇନ ଗଞ୍ଜେଇ ଚାଲାଣ ହୋଉଥିଵାର ଜଣାପଡିଛି । ନାବାଳକକୁ ଗିରଫକରି ଜେଜେବୋର୍ଡରେ ହାଜର କରାଯାଇଥିଲା। ନାବାଳକ ଜଣକ ଛତିଶଗଡ଼ରୁ ବାଇକରେ ଗଞ୍ଜେଇ ନେବା ପାଇଁ ଆସିଥିବା ଜଣାପଡିଛି। ଏହି ଚଢଉରେ ତୁଷୁରା ଅବକାରୀର  ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, କନଷ୍ଟେବଳ ବିଭୁତି ଭୁଷଣ ଭୋଇ, ଭୋଜରାଜ ବଢେଇ, ସୁନେଲି ପ୍ରଧାନ ଏହି କାର୍ଯ୍ୟରେ ସଫଳ ହୋଇଥିଲେ । 
 

୨୪ଘଣ୍ଟା ମଧ୍ୟରେ
4m ago
୨୪ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ
ଅର୍ଗସ ବ୍ୟୁରୋ: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ଲଘୁଚାପଟ
ଯୋଗୀ ଆଦିତ୍ୟନାଥ
10m ago
୨୩ରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା ଏବଂ ଯୋଗୀ ଆଦିତ୍ୟନାଥ
ଭୁବନେଶ୍ୱର: କେନ୍ଦ୍ରୀୟ ନେତାଙ୍କ ମାରାଥନ ଗସ୍ତ ଓଡ଼ିଶାକୁ ଜାରି ରହିଛି। ୨୩ରେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। କରଞ୍ଜିଆ, ଧାମନଗର, ବଡଚଣା
ରାମ
24m ago
୨୨ ରେ ଓଡ଼ିଶା ଆସିବେ ରାମ
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅରୁଣ ଗୋଭିଲ। ନିର୍ବାଚନୀ ସଭାରେ ଯୋଗ ଦେବେ ଅରୁଣ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର ଅରୁ