ପାଇକମାଳ ଜଙ୍ଗଲରେ ପୋଲିସ- ମାଓବାଦୀ ମୁହାଁମୁହିଁ
by Argus News
Fri, Feb 23 | 1:09 p.m.

ବରଗଡ : ପୋଲିସ ମାଓବାଦୀ ଗୁଳି ବିନିମୟ । ବରଗଡ ପାଇକାମାଳ ଜଙ୍ଗଲରେ ପୋଲିସ- ମାଓବାଦୀ ମୁହାଁମୁହିଁ । କମ୍ବିଂ ଅପରେସନ ଜାରି , ଘଟଣାସ୍ଥଳ ଯାଉଛନ୍ତି ବରିଷ୍ଠ ଅଧିକାରୀ । ଏପର୍ଯ୍ୟନ୍ତ କୌଣସି ଆହତ ହୋଇଥିବା ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଅଧିକ ପଢନ୍ତୁ : ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ନିରୀହ ଆଦିବାସୀଙ୍କୁ ହତ୍ୟା କଲେ ଲାଲବହିନୀ

ତେବେ ଏହା ପୂର୍ବରୁ ମଧ୍ୟ ଅନେକ ଥର ଏହି ଅଞ୍ଚଳରେ ମାଓବାଦୀଙ୍କ ଦବଦବା ଦେଖିବାକୁ ମିଳିଥିଲା । ଏବେ ଅନେକ ଦିନ ପରେ ପୁଣି ଏପରି ଘଟଣା ସାମ୍ନାକୁ ଆସିଛି । ମାଓବାଦୀ ମାନେ ପୁଣି ନିଜର ଉପସ୍ଥିତିକୁ ଜାହିର କରିଛନ୍ତି ।  

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର