କଣ୍ଟାମାଳର ଦୁଇଟି ବୁଥରେ ଚାଲିଛି ସାନି ମତଦାନ
by Argus News
Thu, May 23 | 10:39 a.m.

ଅର୍ଗସ ବ୍ୟୁରୋ: କଣ୍ଟାମାଳ ବୁଥ ନମ୍ବର 26 ଓ 28ରେ ପୁନଃ ମତଦାନ ଚାଲିଛି। ପୋଲିସର କଡା ସୁରକ୍ଷା ବଳୟରେ ଆରମ୍ଭ ହେଲା ସାନି ମତଦାନ l ଆଜି କନ୍ଧମାଳ ସାଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କିରାସିରା ଓ ମହେଶ୍ବର ପିଣ୍ଡା ବୁଥରେ ସାନି ମତଦାନ ଅନୁଷ୍ଠିତ ହୋଇଛି। 

କିରାସିରା ବୁଥରେ ବିଜେଡି କର୍ମୀଙ୍କ ଦ୍ବାରା ବ୍ୟାପକ ବୁଥ ରେଗିଂ ହୋଇଥିବା ନେଇ BJP ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହା ସହିତ ମହେଶ୍ବର ପିଣ୍ଡାରେ ସରକାରୀ କଳକୁ ହାତ ବାରିସୀ କରି ପୋଲିସ ଲଗାଇ ଅଧାରେ ମତଦାନ ବନ୍ଦ କରିଥିଲା ପୋଲିସ l ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଏହି ମତଦାନ ଚାଲିବ। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

OSRTC
51m ago
314 ବ୍ଲକରୁ ପୁରୀକୁ ଗଡିବ OSRTC ବସ୍
ଭୁବନେଶ୍ୱର: ଜୁଲାଇ 7 ରେ ରଥଯାତ୍ରା । ଏହାପୂର୍ବରୁ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡି
OSRTC
ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଆରମ୍ଭ ହେବ ବସ ସେବା
ଭୁବନେଶ୍ୱର: OSRTC କାର୍ଯ୍ୟାଳୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା OSRTC କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏ ଅବସରରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ପରିବହନ କମିଶନ
SONAKSHI
ସୋନାକ୍ଷୀଙ୍କ ପ୍ରଥମ ଫଟୋ ଭାଇରାଲ
ଅର୍ଗସ ବ୍ୟୁରୋ: ସୋନାକ୍ଷୀ ସିହ୍ନା ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲା କେବେ ପରିବାର ସଦସ୍ୟଙ୍କ ଅସନ୍ତୋଷ ମଧ୍ୟରେ ଆଉ କେବେ ଧର୍ମକୁ ନେଇ ସୃଷ୍ଟି ହେଉଥିବା ଗୁଜବ ହୋଉଥିଲ