ଅତିଥି ଚାଖିବେ ୫୦ ପ୍ରକାର ବ୍ୟଞ୍ଜନର ସ୍ୱାଦ
by Argus News
Sat, Jan 13 | 3:50 p.m.

ନୂଆଦିଲ୍ଲୀ:  ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଦେଶ ବିଦେଶରୁ ହଜାର ହଜାର ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି। ତେବେ ଅତିଥିମାନେ ୫୦ ପ୍ରକାରର ଦେଶୀ ବ୍ୟଞ୍ଜନର ସ୍ୱାଦ ଚାଖିବେ  ପ୍ରାଣ ପ୍ରିତିଷ୍ଠା ସମାରୋହ ଦିନ।  

ରାଜଧାନୀ ଦିଲ୍ଲୀରୁ ଏକ ମେସିନ୍‌ ମଗାଯାଉଛି ଯାହା  ଥରୁଟେ  ୧୦ ହଜାର ଇଡଲି  ତିଆରି କରିପାରିବ। ଏହି ବ୍ୟଞ୍ଜନ  ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ, ସାତ୍ୱିକ ଭାବେ  ପ୍ରସ୍ତୁତ କରାଯାଇ ପରସା ଯିବ। ଭିନ୍ନ ଭିନ୍ନ ରାଜ୍ୟର ପ୍ରଶିଦ୍ଧ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯିବ। ଯେପରିକି ଲିଟ୍ଟି-ଚୋଖା,  ରାଜସ୍ଥାନୀ ଡାଲ ବାଟି ଚୁରମା, ପଞ୍ଜାବି ତଡକା, ଦକ୍ଷୀଣ ଭାରତୀୟ ମସଲା ଦୋଶା ଏବଂ ଜଲେପି ପରି ସ୍ୱତନ୍ତ୍ର ବ୍ୟଞ୍ଜନ ଏବଂ ମିଠାକୁ ମେନ୍ୟୁରେ ସାମିଲ କରାଯାଇଛି।  ଏଥିସହିତ ସାଧୁ, ସନ୍ଥ ଏବଂ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କ  ଖାଇବା, ପିଇବାର ସ୍ୱତନ୍ତ୍ର ବନ୍ଦୋବ୍ୟସ୍ତ କରାଯାଇଛି।   

ଅଧିକ ପଢନ୍ତୁ ଦେଶ ଖବର 
 

ବିରଜା ପୀଠ
ବିରଜା ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଅର୍ଗସ ବ୍ୟୁରୋ: ବିରଜା ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ । ଠିକ୍‌ ସମୟରେ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟ
CRICKET MATCH
ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଚିତପଟାଙ୍ଗ
ଅର୍ଗସ ବ୍ୟୁରୋ: ପର୍ଥରେ ଟିମ୍ ଇଣ୍ଡିଆର କମାଲ୍ । ବିଦେଶ ମାଟିରେ ପ୍ରଥମ ଟେଷ୍ଟରେ ହିଁ ହାସଲ କରିଛି ଐତିହାସିକ ବିଜୟ। 295 ରନର ବଡ଼ ରନ୍ ବ୍ୟବଧାନ ସହ ଅଷ୍ଟ୍ରେଲିଆ ବିରୋଧରେ ବିଜୟ ଅଭିଯା
ପ୍ରଧାନମନ୍ତ୍ରୀ ମୋଦି
ଗୁରୁତ୍ବପୂର୍ଣ୍ଣ ଡିଜିପି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ପ୍ରଥମ ଥର ଲାଗି ହେବାକୁ ଯାଉଛି ସର୍ବ ଭାରତୀୟ ଡିଜିପି ସମ୍ମିଳନୀ । ନଭେମ୍ବର 29ରୁ ଡିସେମ୍ବର 1 ଯାଏଁ ତିନି ଦିନ ଧରି ଭୁବନଶ୍ବରରେ ହେବ ଡିଜିପି ସମ୍ମିଳନ
ମହାରାଷ୍ଟ୍ର
୫ ମାସ ଭିତରେ ଓଲଟିଗଲା ଦେଶର ରାଜନୈତିକ ବାତାବରଣ
ଅର୍ଗସ ବ୍ୟୁରୋ : ବଦଳିଯାଇଛି ଅନ୍ଦାଜ। ଏଥର ଆଉ ଅନୁରୋଧ କି ଆହ୍ବାନ ନୁହେଁ । ସିଧାସିଧା ଚେତାବନୀ। ବିରୋଧୀଙ୍କ ପ୍ରତି ଅଧିକ ଆକ୍ରାମକ ମୁଦ୍ରାରେ ପ୍ରଧାନମନ୍ତ୍ରୀ। ସଂସଦର ଶୀତ ଅଧିବେଶ
ଭବ ପ୍ରସାଦ ଦାସ
3 ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ
ଯାଜପୁର: 3 ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ । ଏସ ଡି ଜେ ଏମ କୋର୍ଟରେ ଜାମିନ ଖାରଜ ହୋଇଛି । ପୋଲିସ ପକ୍ଷରୁ ହୋଇଥିଲା ଦୁଇଟି ଅଭିଯୋଗ । କେସ ନମ୍ବର ୪୬୯ ଏବଂ ୪୭