ରାମଲଲାଙ୍କ  ଦର୍ଶନ କଲେ  ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ
by Argus News
Wed, May 01 | 9:44 p.m.

 ନୂଆଦିଲ୍ଲୀ:  ରାମଲଲାଙ୍କ  ଦର୍ଶନ କଲେ  ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ।  ଦର୍ଶନ ପରେ  ସେଠାରେ ସନ୍ଧ୍ୟା ସମୟରେ  ସନ୍ଧ୍ୟା ଆଳତୀରେ ସାମିଲ ହୋଇଥିଲେ।  ମନ୍ଦିର ଭିତରେ  ଅଧିକ ସମୟ ଅତିବାହିତ କରିଥିଲେ ରାଷ୍ଟ୍ରପତି।  ଏହା ପୂର୍ବରୁ  ରାଷ୍ଟ୍ରପତି ହନୁମାନ ଗଢିରେ  ଦର୍ଶନ ମଧ୍ୟ କରିଥିଲେ।

 ସରୟୁ ନଦୀ ଆଳତୀରେ ମଧ୍ୟ ସାମିଲ ହୋଇଥିଲେ ଦ୍ରୌପଦୀ ମୁର୍ମୁ।   ରାଷ୍ଟ୍ରପତିଙ୍କ ସହ  ରାଜ୍ୟପାଳ ଆନନ୍ଦୀ ବେନ ପଟେଲ  ଏବଂ ୟୁପୀ ସରକାରର ମନ୍ତ୍ରୀ  ସୂର୍ଯ୍ୟ ପ୍ରତାପ ଶାହୀ ଉପସ୍ଥିତ ଥିଲେ।   
ଅଧିକ ପଢନ୍ତୁ ଭାରତ ଖବର 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ