ଶତ୍ରୁ ଦେଶକୁ ତଥ୍ୟ ଲିକ୍ ମାମଲାରେ ବହିଷ୍କାର କଲେ ରାଷ୍ଟ୍ରପତି
by Argus News
Wed, Nov 01 | 11:26 a.m.

ଅର୍ଗସ ବ୍ୟୁରୋ:  ଶତ୍ରୁଙ୍କୁ ତଥ୍ୟ ଲିକ୍ ମାମଲାରେ ବରିଷ୍ଠ ସେନା ଅଧିକାରୀଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାକିସ୍ତାନୀ ଏଜେଣ୍ଟଙ୍କ ସହ ଆର୍ମି ମେଜରଙ୍କ ଯୋଗାଯୋଗ ରହିଥିବା ନେଇ ତଥ୍ୟ ହସ୍ତଗତ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । 

ଅଧିକ ପଢନ୍ତୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ

ସମ୍ପୃକ୍ତ ଯବାନଙ୍କ ଫୋନରେ ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବା ତଦନ୍ତରେ ସ୍ପଷ୍ଟ ହୋଇଥିଲା । ଯାହାକୁ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନୀ ଗୁପ୍ତଚରଙ୍କୁ ଯୋଗାଉଥିଲେ ସଂପୃକ୍ତ ସେନା ଅଧିକାରୀ । ତଦନ୍ତରେ ଏକ ହ୍ବାଟସାପ୍ ଗ୍ରୁପର ମଧ୍ୟ ଖୁଲାସା ହୋଇଛି । ଅନ୍ୟ କିଛି ଯବାନ ଏବଂ ସେମାନଙ୍କ ପରିବାର ସଦସ୍ୟ ଏହି ଗ୍ରୁପରେ ସାମିଲ ରହିଛନ୍ତି । ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା ବେଳେ ଗ୍ରୁପରେ ସାମିଲ ଯାବନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଭାରତ ନ୍ୟୁଜ ଆହୁରି ପଢନ୍ତୁ


 

ELECTIONS
2m ago
ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ରାଜନାଥ ସିଂ
ଅର୍ଗସ ବ୍ୟୁରୋ: ଓଡ଼ିଶା ଗସ୍ତରେ ବିଜେପିର ତୁଙ୍ଗ ନେତା । ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢାଖୋଲ ସଭାରେ ସାଙ୍ଗରେ ରହିବ
FIFTH PHASE
30m ago
ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ଶନିବାରଠୁ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରଚାର । 2024 ସାଧାରଣ ନିର୍ବାଚନର 4ଟି ପର୍ଯ୍ୟା
ILLEGAL MINING
ବେଆଇନ୍ ଖଣି ଉତ୍ତୋଳନ ନେଲା ୩ ଶ୍ରମିକଙ୍କ ଜୀବନ
ଅର୍ଗସ ବ୍ୟୁରୋ: ୩ ପରିବାରର ଖଣି ଲୁଟର ଶିକାର ଗରିବ ଶ୍ରମିକ । ଡଙ୍କାରୀରେ ବେଆଇନ୍ ଖଣି ଉତ୍ତୋଳନ ନେଲା 3 ଶ୍ରମିକଙ୍କ ଜୀବନ । 3 ଦିନ ପୂର୍ବରୁ ଜଣେ ଶ୍ରମିକଙ୍କ ମୃତ୍ୟ