୫୫୪ଟି ରେଳ ଷ୍ଟେସନର  ଶିଳାନ୍ୟାସ ଓ ଉଦଘାଟନ  କଲେ  ପ୍ରଧାନମନ୍ତ୍ରୀ ମୋଦି 
by Argus News
Mon, Feb 26 | 1:28 p.m.

ନୂଆଦିଲ୍ଲୀ:  ମୋଦି ଦେଲେ ବଡ ଭେଟି । ୫୫୪ଟି ରେଳ ଷ୍ଟେସନର  ଶିଳାନ୍ୟାସ ଓ ଉଦଘାଟନ  କଲେ  ପ୍ରଧାନମନ୍ତ୍ରୀ ମୋଦି।  ଏଥିସହିତ ଓଡ଼ିଶାର ୨୧ଟି ଷ୍ଟେସନର ହେବ  ପୁନଃବିକାଶ।  କହାଯାଉଛି ଯେ, ଷ୍ଟେସନଗୁଡିକର ପୁନଃବିକାଶ ପାଇଁ ୪୧୦୦୦ କୋଟି ଟଙ୍କାରୁ ଅଧିକ  ଖର୍ଚ୍ଚ ହେବ।  

ଏଥିରେ ଯାତ୍ରୀମାନଙ୍କୁ  ସବୁ ପ୍ରକାର  ଆଧୁନିକତାର ସୁବିଧା ପ୍ରାପ୍ତ ହେବ।  ଏହି ଷ୍ଟେସନ ଗୁଡିକରେ  ଛୋଟ ପିଲାଙ୍କ ପାଇଁ ଖେଳିବାର ସୁବିଧା ରହିବ।   ରେଳଷ୍ଟେସନ ସହିତ  ପିଏମ ମୋଦି  ୧୫୦୦ରୁ ଅଧିକ ନବନିର୍ମିତ ରୋଡ ଓଭର ବ୍ରିଜର ଲୋକାର୍ପଣ ମଧ୍ୟ କରିଛନ୍ତି।  ୨୬ ଜାନୁଆରୀ ୨୦୨୪ ର ଆଜିର ଦିନଟି ଐତିହାସିକ ହୋଇ ରହିବ।   

ଅଧିକ ପଢନ୍ତୁ ଭାରତ ଖବର 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍