ବିଶ୍ବକପ୍ ବିଜୟୀ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି
by Argus News
Fri, Jul 05 | 6:31 p.m.

ଅର୍ଗସ ବ୍ୟୁରୋ: ବିଶ୍ବବିଜେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ। ଭାରତୀୟ ଦଳର ଖେଳାଳିମାନେ ଗତକାଲି ଭାରତ ଫେରିବା ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେମାନେ ସାକ୍ଷାତ କରିଥିଲୋ ସେତେବେଳର ଭିଡିଓ ଏବେ ସାମ୍ନାକୁ ଆସିଛିା ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ସହ ଆଲୋଚନା କରୁଛନ୍ତି, ଆଉ ଫାଇନାଲ ମ୍ୟାଚର ରୋମାଞ୍ଚକର ମୂହୂର୍ତ୍ତ କେମିତି ଥିଲା, ସେକଥା ଖେଳାଳିଙ୍କ ଠାରୁ ଶୁଣିଥିଲେ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ଟିମର କ୍ୟାପଟେନ ରୋହିତ ଶର୍ମା ମ୍ୟାଚ ଜିତିବାର ଶ୍ରେୟ ସବୁ ଖେଳାଳିଙ୍କୁ ଦେଇଥିଲେ। ମୋଦି କହିଲେ ବିଶ୍ବକପ ଜିତିବାପରେ ତୁମେ ଯେଉଁଭଳି କପ ନେଲ ତାହା ଦେଶବାସୀଙ୍କୁ ଖୁବ ଭଲ ଲାଗିଲା। ମାଟିକୁ ପ୍ରଣାମ କରିବାର ମୁଁ ଦେଖିଲି ଖୁବ ଗର୍ବିତ ଅନୁଭବ କଲି। 

ପ୍ରତି ଖେଳାଳି ନିଜ ଅନୁଭୂତି କହିଥିଲେ । ଫାଇନାଲ ମ୍ୟାଚର ଚାପ ଭିତରେ ସେମାନେ କିପରି ପ୍ରଦର୍ଶନ ଉପରେ ଧ୍ୟାନ ରଖିଥିଲେ, ବିଜୟୀ ହୋଇଥିଲେ ଆଉ ଦେଶକୁ ଗର୍ବିତ କରିଥିଲେ, ସେକଥା ଖେଳାଳିମାନେ କହିଥିଲୋ ଏହି କାହାଣୀ କହିବା ବେଳେ ଖେଳାଳିମାନେ ଭାବପ୍ରବଣ ହୋଇପଡିଥିବା ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ମାଓବାଦୀ
2m ago
ଦେଶରେ ଶେଷ ନିଃଶ୍ଵାସ ନେଉଛି ମାଓବାଦୀ
ଅର୍ଗସ ବ୍ୟୁରୋ: ଜୋର ହେଉଛି ମାଓ ବିରୋଧୀ ଅଭିଯାନ । ମିଶନକୁ ମିଳୁଛି ବଡ଼ ସଫଳତା। ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ବଡ଼ ଧରଣର ଅପରେସନ୍ ପରେ ଆସନ୍ତାକାଲି ନୂଆଦିଲ୍ଲୀରେ ବସି
ଡିବିରି ଆଲୁଅ
41m ago
ରାତି ହେଲେ ଏଠି ଡିବିରି ଆଲୁଅ ଭରସା
ମୟୂରଭଞ୍ଜ: ସ୍ବାଧୀନତାର ସାତ ଦଶନ୍ଧି ଓ ସ୍ଥାୟୀ ବିଜେଡି ସରକାରଙ୍କ ଚବିଶ ବର୍ଷ ଶାସନ ପରେ ମଧ୍ୟ ସୀମାନ୍ତ ବାସୀଙ୍କୁ ବିକାଶ ଧକା। ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଆଜ
ଗିରଫ
45m ago
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା, 7 ଯୁବକ ଗିରଫ
ଭୁବନେଶ୍ୱର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ମାମଲା । 7 ଜଣ ଯୁବକଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ADCP