14 ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତାବ
by Argus News
Tue, Jul 09 | 12:40 p.m.

ପୁରୀ: ଶେଷ ହେଲା ରତ୍ନଭଣ୍ଡାର ତଦାରଖ କମିଟିର ଦ୍ୱିତୀୟ ବୈଠକ । ଆସନ୍ତା 14 ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ତଦାରଖ କମିଟିର ପ୍ରସ୍ତାବ । ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ତାଲା ଖୋଲାଯିବା ନେଇ ସରକାରଙ୍କୁ ଅନୁରୋଧ କରାଯିବ । ଚାବିରେ ନଖୋଲିଲେ ତାଲା ଭଙ୍ଗାଯିବ । 

ଆଜିର ବିବରଣୀ ପରିଚାଳନା କମିଟିକୁ ପ୍ରଦାନ କରାଯିବ । ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ।  ମରାମତି ପାଇଁ ମଧ୍ୟ ଏସଓପି କରାଗଲା । ଅସ୍ଥାୟୀ ରତ୍ନଭଣ୍ଡାର ଦେଖାଯାଇଛି । ସେଠାରେ ରତ୍ନ ଅଳଙ୍କାର ରଖାଯିବ ।  

ଗଣତିମଣତି ହେଉଛି ଲମ୍ବା ପ୍ରକ୍ରିୟା । ସ୍ୱତନ୍ତ୍ର ବଣିଆ ଚିହ୍ନଟ ହେବ ଗଣତିମଣତି ପାଇଁ । ଡୁପ୍ଲିକେଟ୍ ଚାବି ଆଜି ବୈଠକରେ ଦାଖଲ ହୋଇନାହିଁ । ଆସନ୍ତା 14 ତାରିଖରେ ଯେନତେନ ପ୍ରକାର ତାଲା ଖୋଲାଯିବ । 

ଏ ମାସ ଭିତରେ ରତ୍ନଭଣ୍ଡାର ଖୋଲାଯିବ: ଆଇନ ମନ୍ତ୍ରୀ

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା