ଅଯୋଧ୍ୟାରେ ଝାଡୁ ଧରି ସଫା କଲେ ଯୋଗୀ ଆଦିତ୍ୟନାଥ
by Argus News
Sun, Jan 14 | 2:51 p.m.

ନୂଆଦିଲ୍ଲୀ:  ସ୍ୱଚ୍ଛ ତୀର୍ଥ ଅଭିଯାନରେ ଅଯୋଧ୍ୟାରେ ଝାଡୁ ଧରି ସଫା କଲେ ଯୋଗୀ ଆଦିତ୍ୟନାଥ। ଏଥିସହିତ  ସ୍ୱଚ୍ଛତା ଅଭିଯାନ ପାଇଁ ଆସିଥିବା  ନଗର ନିଗମ ର ସଫେଇ ଗାଡିକୁ ସବୁଜ ପତାକା ଦେଖାଇ ସ୍ୱାଗତ କରିଥିଲେ। 

 

ଏହାପରେ ସଫାଇ ଅଭିଯାନ ଆରମ୍ଭ କରଥିଲେ। ତେବେ ସିଏମ ଯୋଗୀ ଖାଲି ଝାଡୁ ଲଗାଇନଥିଲେ ବରଂ ଅଳିଆକୁ ହାତରେ ଉଠାଇ ଡଷ୍ଟବିନରେ ପକାଇଥିଲେ। ଯାହା ଅଯୋଧ୍ୟା ତରଫରୁ ସ୍ୱଚ୍ଛତାର ବାର୍ତ୍ତା ଥିଲା। 
ଅଧିକ ପଢନ୍ତୁ : ଅତିଥି ଚାଖିବେ ୫୦ ପ୍ରକାର ବ୍ୟଞ୍ଜନର ସ୍ୱାଦ

MOOD OF VOTERS
1m ago
କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚା
MODI
26m ago
ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି
ଅର୍ଗସ ବ୍ୟୁରୋ : ପିଏମ୍‌ଙ୍କ ଓଡ଼ିଶା ଗସ୍ତ ନେଇ ଆସିଲା କାର୍ଯ୍ୟସୂଚୀ । ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳ
WHATSAPP
35m ago
ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବ
ଅର୍ଗସ ବ୍ୟୁରୋ: ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ଅଛି । କମ୍ପାନୀ କହିଛି ଯେ ଆପରେ ସୁରକ୍ଷା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବ ଏବଂ ଲିଙ୍କ୍ ହୋଇଥିବ