୮ ଅପ୍ରେଲରେ ପୂର୍ଣ୍ଣ ସୂର୍ଯ୍ୟପରାଗ , ବଢିବ ଦୁର୍ଘଟଣା ! 
by Argus News
Wed, Mar 27 | 2:03 p.m.

ନୂଆଦିଲ୍ଲୀ:  ୮ ଅପ୍ରେଲରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି। ସୂର୍ଯ୍ୟ ପରାଗ ନେଇ ବୈଜ୍ଞାନିକମାନେ ଏକ ଅଜିବଗରିବ ଚେତାବନୀ ଦେଇଛନ୍ତି। ଯାହା ଡରାଇଦେବା ଭଳି ।  ବୈଜ୍ଞାନିକଙ୍କ କହିବାନୁଯାୟୀ,  ପୂର୍ଣ୍ଣ ସୂର୍ଯ୍ୟ ପରାଗ କାରଣରୁ ସଡକ ଦୂର୍ଘଟଣା ବଢିବାକୁ ଯାଉଛି। ଏଥିପାଇଁ  ସେମାନେ ୨୦୧୭ ହୋଇଥିବା ପୂର୍ଣ୍ଣ ସୂର୍ଯ୍ୟ ପରାଗର କଥା ଦର୍ଶାଇଥିଲେ।  ତେବେ ଆସନ୍ତୁ ଜାଣିବା ବୈଜ୍ଞାନିକଙ୍କ ଏହି ଅଜିବଗରିବ ଚେତାବନୀର କାରଣ ସମ୍ପର୍କରେ।  

୨୦୧୭ରେ  ହୋଇଥିବା ପୂର୍ଣ ସୂର୍ଯ୍ୟପାରାଗ କମ ସମୟ ପାଇଁ ହୋଇଥିଲେ ମଧ୍ୟ  ସଡକ ଦୁର୍ଘଟଣା ଦ୍ରୁତ ଗତିରେ ବଢିଯାଇଥିଲା ବୋଲି କହିଛି ଗ୍ରେଟ ଆମେରିକା  ଏକ୍ଲିପ୍ସ  ଅଫ ୨୦୧୭ । ବୈଜ୍ଞାନିକମାନେ ଏହାର ଷ୍ଟଡି କରି  ନିଜ ରିପୋର୍ଟ JAMA Internal Medicine ରେ ପ୍ରକାଶ କରିଥିଲେ।  ଡା. ରିଡେଲମୀୟର କହିଛନ୍ତି,  ସାଧାରଣତଃ  ଦୁର୍ଘଟଣା ସୂର୍ଯ୍ୟ ପରାଗ ଲାଗିବା ପର ଘଣ୍ଟାରେ ଅଧିକା ଦୁର୍ଘଟଣା ଦେଖିବାକୁ ମିଳିଥାଏ।   

ଅଧିକ ପଢନ୍ତୁ ଭାରତ ଖବର 

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର