ବିରାଟଙ୍କ ମଜାକ ଉଡ଼ାଇବାରୁ ରାଗିଗଲେ RCB ଫ୍ୟାନ
by Argus News
Thu, Mar 28 | 2:57 p.m.

ଅର୍ଗସ ବ୍ୟୁରୋ: ଆରସିବି ଫ୍ୟାନମାନଙ୍କର ମଜାକ ଉଡାଇବା କଥା ନୁହେଁ କାରଣ ଯିଏ ମଜାକ ଉଡ଼ାଇଛି ତାଙ୍କୁ ଆରସିବି ଫ୍ୟାନ ମାନେ ଛାଡ଼ି ନାହାନ୍ତି। ଆମେ କହୁଛୁ ଫେମସ ୟୁଟ୍ୟୁବର କ୍ୟାରି ମିନାଟିଙ୍କ କଥା। କ୍ୟାରି ମିନାଟି ହଟଷ୍ଟାର ସହ ଏକ ଶୁଟ କରୁଥିଲେ ଯେଉଁଥିରେ ଏକ କ୍ଲିପ ଅଛି ଯେଉଁଥିରେ ସେ କହୁଛନ୍ତି ଆଉ କ୍ୟାରି ମିନାଟି କହିଲେ ଯେ ବିରାଟ ଭାଇ ଡାଏଟିଂ ଏଥିପାଇଁ କରୁଛନ୍ତି ବା ମିଠା ଏଥିପାଇଁ ଛାଡ଼ିଛନ୍ତି ଯେ, ତାଙ୍କୁ କେବେ ସେଲିବ୍ରେଟ କରିବାର ସୁଯୋଗ ହିଁ ମିଳିନି। ରୋହିତଙ୍କୁ ଦେଖ ବିନଦାସ ମିଠା ଖାଇ ଲାଇଫକୁ ଏଞ୍ଜୟ କରୁଛନ୍ତି। ସେଥିପାଇଁ ଡାଏଟର ଦରକାର ନାହିଁ।

ଆରସିବି ୧୬ବର୍ଷ ହଁ। ଶେଷରେ କହିଲେ ଶୁଣୁଛୁ ନା ବିରାଟ ମୁଁ ତୋତେ କହୁଛି।  ବାସ ଏତିକି କଥାରେ ରାଗିଗଲେ ଫ୍ୟାନ। ଆଉ କ୍ୟାରି ମିନାଟି ଟ୍ରୋଲିଂର ଶିକାର ମାନେ ଜବରଦସ୍ତ ଟ୍ରୋଲିଂ। ଶେଷରେ କ୍ୟାରି ମିନାଟିଙ୍କୁ ସଫେଇ ଦେବାକୁ ପଡ଼ିଲା କହିଲେ ଯେ ମୁଁ ସେହିଭଳି ଭାବେ କହିନି ମୁଁ ବିରାଟ ଭାଇଙ୍କୁ ଅସମ୍ମାନ କରିନି। ଆପଣ ପୁରା ଏପିସୋଡ ଦେଖନ୍ତୁ ଯଦି ଏବେ ବି ଖରାପ ନେବାରେ ଅଛି ତ ନିଅନ୍ତୁ। ଆପଣ ମାନେ ଦର୍ଶକ। ଆପଣ ଯେମିତି ନେବେ ଏହାକୁ ନିଅନ୍ତୁ। 
କିନ୍ତୁ ଗୋଟିଏ କଥା ହେଉଛି ଆରସିବି ଫ୍ୟାନ ପୁରା ଲୟାଲ। ଇମୋସନାଲି ଆଟାଚ ଟ୍ରଫି ପଛେ ନ ଜିତନ୍ତୁ କିନ୍ତୁ କୋହଲି ଭାଇଙ୍କ ସାଥୀରେ ଫ୍ୟାନ ମାନେ ସବୁବେଳେ ଅଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

DP
24m ago
ବିଜେପିର ମୁଖ୍ୟମନ୍ତ୍ରୀ କିଏ ? ଧର୍ମେନ୍ଦ୍ର ଦେଲେ ଜବାବ
ଅର୍ଗସ ବ୍ୟୁରୋ : ଘୋଷଣା ହୋଇଗଲା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ । ଓଡ଼ିଶାର ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆ ହେବେ । ପ୍ରେସମିଟ୍‌ ପରେ ସାମ୍ବାଦିକଙ୍କୁ ଏମିତ
MIGRANT
27m ago
ବିକାଶର ମାନେ କ'ଣ ଦାଦନ ?
ଅର୍ଗସ ବ୍ୟୁରୋ : ବିଜେଡିର ବିକାଶ ଭେଳିକି ବନାମ ଧର୍ମେନ୍ଦ୍ରଙ୍କ ବିକାଶର ଲକ୍ଷ୍ୟ । କେମିତି ରାଜ୍ୟର ବିକାଶ ହେବ, ଦେଶର ନମ୍ବର ୱାନ ରାଜ୍ୟର ମାନ୍ୟତା ପାଇବ ସେନେଇ ଚିନ୍ତା କରୁଛି ବିଜେପି
NAVEEN PATNAIK
30m ago
ଚ୍ୟାଲେଞ୍ଜ ଆକସେପ୍ଟ କଲେ 50-50 !
ଅର୍ଗସ ବ୍ୟୁରୋ : ମୋଦି ଆହ୍ଵାନ ଦେଇଥିଲେ ନବୀନ ବିନା କାଗଜରେ କଂଟାବାଞ୍ଜିର ୧୦ ଗାଁର ନାଁ କହିପାରିବେ କି ? ଆଉ ମୋଦିଙ୍କ ଗସ୍ତର ଠିକ୍‌ ପରଦିନ କଂଟାବାଞ୍ଜି ଗସ୍ତରେ ଗଲେ ମୁଖ୍ୟମନ୍ତ୍ର