ଶ୍ରେଷ୍ଠ ସହ ଅଭିନେତା ପାଇଁ ରୋବର୍ଟ ଡାଓନି ଜୁନିୟରଙ୍କୁ ଓସ୍କାର ଆୱାର୍ଡ
by Argus News
Mon, Mar 11 | 7:52 a.m.

ଅର୍ଗସ ବ୍ୟୁରୋ : ୨୦୨୪ର ଓସ୍କାର ଘୋଷଣା କରାଯାଇଛି । ଆମେରିକାରେ ଅନୁଷ୍ଠିତ ହୋଇଥିଲା ୯୬ତମ ଓସ୍କାର ଆୱାର୍ଡ । ପ୍ରଥମ ଆୱାର୍ଡ ଜିତିଲେ ହଲିଉଡ ଷ୍ଟାର ରୋବର୍ଟ ଡାଓନି । ଫିଲ୍ମ 'ଓପନ ହେମର'ରେ ସହ ଅଭିନେତା କ୍ୟାଟାଗୋରିରେ ଜିତିଲେ ପୁରସ୍କାର ।

ଅଧିକ ପଢନ୍ତୁ : ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା ହେଲେ ବିଶ୍ୱ ସୁନ୍ଦରୀ 2024

ଦା ଭିନେ ଜୟ ରାଲଡଲଫ୍ ଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର । ବ୍ରିଟେନର 'ଜୋନ୍ ଅଫ୍ ଇଣ୍ଟରେଷ୍ଟ' ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଲ୍ମ ଘୋଷଣା । ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ' ଦ ଲାଷ୍ଟ ରିପାର୍ ସପ୍ 'କୁ ଓସ୍କାର । 

ପ୍ରଧାନମନ୍ତ୍ରୀ ମୋଦି
33m ago
ପୁଣି ୧୯ ତାରିଖ ସନ୍ଧ୍ୟାରେ ଓଡିଶା ଆସୁଛନ୍ତି ମୋଦି
ଅର୍ଗସ ବ୍ୟୁରୋ : ପୁଣି ୧୯ ତାରିଖ ସଂନ୍ଧ୍ୟାରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖରେ ରାତ୍ରିଯାପନ କରି ୨୦ରେ ଯିବେ ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ବଡଦାଣ୍ଡର
HEALTH
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍
ଖଲ୍ଲିକୋଟ
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ