ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାରେ ଚଢାଉ, ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା
by Argus News
Thu, May 09 | 1:02 p.m.

ଅର୍ଗସ ବ୍ୟୁରୋ : ନିର୍ବାଚନ ବେଳେ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାରେ ଚଢଉ ବେଳେ ୮ କୋଟି ଟଙ୍କା ମିଳିଛି । ଟଙ୍କା ଗୁଡିକ ପାଇପ୍ ବୋଝେଇ ଗାଡିରେ ହାଇଦ୍ରବାଦରୁ ଗୁଣ୍ଟୁର ନିଆଯାଉଥିଲା ।  ଏଥିପାଇଁ ଗାଡି ଭିତରେ ଏକ ସ୍ବତନ୍ତ୍ର ଚାମ୍ବର କରାଯାଇଥିଲା । ପୋଲିସ ୮କୋଟି ଟଙ୍କା ଜବତ କରି ତନାଘନା କରୁଛି । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, କାହା ପାଖକୁ ନିଆଯାଉଥିଲା ସେ ନେଇ ଚାଲିଛି ତଦନ୍ତ । ଜବତ ଟଙ୍କା ନିର୍ବାଚନକୁ ପ୍ରଭାବିତ କରିବାକୁ ନିଆଯାଉଥିଲା କି ନାହିଁ ସେନେଇ ତଦନ୍ତ ଚାଲିଛି । 

ଅଧିକ ପଢନ୍ତୁ ଭାରତ ଖବର

PM
2m ago
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ
DHARMENDRA PRADHAN
16m ago
ବମପରଡ଼ା ସାଧାରଣ ସଭାରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବମପରଡ଼ାଠାରେ ସାଧାରଣ ସଭାରେ ଯୋଗ ଦେବେ।ଲୋକସଭ
IRAN PRESIDENT
40m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍