ଦ୍ବିତୀୟ ଦିନରେ ମଧ୍ୟ ସମ୍ବଲପୁରରେ ଇଡି ରେଡ ଜାରି
by Argus News
Thu, Dec 19 | 9:55 a.m.

ସମ୍ବଲପୁର: ଦ୍ବିତୀୟ ଦିନରେ ମଧ୍ୟ ସମ୍ବଲପୁରରେ ଇଡି ରେଡ ଜାରି । ବିଶ୍ଵ ଏନଜିଓକୁ ଘାଣ୍ଟୁଛି ଇଡି । ସହରର ଦାନିପାଲିସ୍ଥିତ ବିଶ୍ବ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ, ଏହାର ପ୍ରତିଷ୍ଠାତା ସମ୍ପାଦକ ପିତବାସ ସେଠୀଙ୍କ ଘରେ, ଧନୁପାଲିରେ ଥିବା ବିଶ୍ବ ଜିମ୍ ଓ ମୁଦିପଡାରେ ଇଡିରେ ରେଡ ଚାଲିଛି । ଗତକାଲି ଭୋର ସକାଳୁ ରେଡ ଚାଲିଥିବା ବେଳେ ବିଲମ୍ବିତ ରାତ୍ରିରେ ବାହାରିଥିଲେ । ଆଜି ଭୋରରୁ ପୁଣି ରେଡ ଜାରି କରାଯାଇଛି । ବିଞ୍ଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ NGO `ବିଶ୍ଵ' ନାଁରେ ଋଣ ଜାଲିଆତି ।

ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟାଙ୍କରୁ 231 କୋଟି ଋଣ ସୁଝିନଥିବା ଅଭିଯୋଗରେ EDର ବଡ଼ ଚଢ଼ାଉ  । NGO ନାଁରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟାଙ୍କଠାରୁ 231 କୋଟି ଟଙ୍କା ଋଣ ଆଣିଥିଲା ଏହି ସଂସ୍ଥା । SSGଙ୍କୁ ଲୋନ ଦେବା ନାଁରେ ଟଙ୍କା ଜାଲିଆତି କରାଯାଇଥିବା ଅଭିଯୋଗ ଆସିବା ପରେ ରେଡ କରିଛି ଇଡି । କ୍ଷୀରୋଦଙ୍କ ମୃତ୍ୟୁ ପରେ NGO ଚଳାଉଛନ୍ତି ତାଙ୍କ ପୁଅ ଦେବବ୍ରତ ମଲ୍ଲିକ ।

ICAR-CTCRI
36m ago
କନ୍ଦମୂଳ ଚାଷ, ବ୍ୟବସାୟ ଓ ମାନକୁ ନେଇ କର୍ମଶାଳା ଆୟୋଜନ
ଭୁବନେଶ୍ୱର: କନ୍ଦମୂଳ ବ୍ୟବସାୟକୁ ନେଇ ICAR-CTCRI, ଭୁବନେଶ୍ୱର, ଆଞ୍ଚଳିକ ଷ୍ଟେସନରେ ଆୟୋଜନ ହୋଇଯାଇଛି କର୍ମଶାଳା । କିପରି ଉନ୍ନତମାନର ଟେକନୋଲୋଜି ଦ୍ୱାରା କିପରି କନ୍ଦମୂଳ ଚାଷ ଓ ଏହା
ରାହୁଲ ଗାନ୍ଧି
41m ago
ରାହୁଲ ଗାନ୍ଧିଙ୍କ ଆଚରଣକୁ କଡ଼ା ନିନ୍ଦା କଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ସଂସଦ ଭିତରେ ବିଜେପି ସାଂସଦ ପ୍ରତାପଙ୍କୁ ରାହୁଲ ଧକ୍କା ଦେବା ଘଟଣାକୁ କଡା ନିନ୍ଦା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାମନ୍ତବାଦୀ ରାହୁଲ ଗାନ୍ଧ
ପୁତ୍ରସନ୍ତାନ
ପୁତ୍ରସନ୍ତାନର ମା' ହେଲେ ଦେବୋଲିନା ଭଟ୍ଟାଚାର୍ଯ୍ୟ
ଅର୍ଗସ ବ୍ୟୁରୋ: ଟିଭିର ଗୋପୀ ବୋହୂ ତଥା ଦେବୋଲିନା ଭଟ୍ଟାଚାର୍ଯ୍ୟ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଦେବୋଲିନା ନିଜେ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍
ସଂସଦରେ
ସଂସଦରେ କଂଗ୍ରେସ-ବିଜେପି ମୁହାଁମୁହିଁ: ଲୋକସଭା ଦିନ ୨ଟା ଯାଏ ମୁଲତବୀ
ଅର୍ଗସ ବ୍ୟୁରୋ: ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟର
ଭାରତରେ ୯୦୦
ଭାରତରେ ୯୦୦ କୋଟି ରୋଜଗାର କଲାଣି ‘ପୁଷ୍ପାରାଜ୍’
ଅର୍ଗସ ବ୍ୟୁରୋ: ପୁଷ୍ପା, ପୁଷ୍ପାରାଜ୍…. ଫାୟାର ନେହିଁ ୱାଇଲ୍ଡ ଫାୟାର ହେ…. ଅଲ୍ଲୁ ଅର୍ଜୁନଙ୍କ ନୂଆ ଡାଇଲଗ୍ ତାଙ୍କର ନୂଆ ଫିଲ୍ମକୁ ଏକଦମ ମ୍ୟାଚ୍ କରିଛି । ଏବେ ସାର