ଉତ୍ତରପ୍ରଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, ୮ଟି ଆସନରେ ସୁରକ୍ଷା ବ୍ୟବସ୍ଥା କଡାକଡି
by Argus News
Fri, Apr 26 | 7:36 a.m.

ଅର୍ଗସ ବ୍ୟୁରୋ:  ଉତ୍ତରପ୍ରଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ମତଦାନ ହେବାକୁ ଥିବା ୮ଟି ଆସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।   ସକାଳ ୭ଟାରୁ ମତଦାନ ଆରମ୍ଭ ହେବା ସହ ସଂଧ୍ୟା ୬ଟାରେ ଶେଷ ହେବ। ବୁଥ ଗୁଡିକରେ ପାଖାପାଖି ୨ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ୮ଟି ଆସନ ମଧ୍ୟରେ ମଥୁରାରରୁ ହେମାମାଳିନୀ ଏବଂ ମିରଟରୁ ଅରୁଣ ଗୋଭିଲଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ କରିବେ ଭୋଟର । ଦ୍ବିତୀୟ ପର୍ଯ୍ୟାୟରେ ମୋଟ୍ ୯୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ଏମାନଙ୍କ ମଧ୍ୟରେ ୧୦ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

ଛୋଟ ଛୋଟ କଥାରେ
now
ଛୋଟ ଛୋଟ କଥାରେ ଯଦି ଆପଣ ରାଗିଯାଉଛନ୍ତି......ଏହି ଉପାୟ ଆପଣାନ୍ତୁ
ଅର୍ଗସ ବ୍ୟୁରୋ: ଯଦି ତୁମେ ଭାବୁଛ ଯେ ତୁମେ ଯାହା କହୁଛ ସବୁ ଠିକ୍, ତେବେ ପ୍ରଥମେ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କର କାରଣ ତୁମେ ଯାହା ଦୃଷ୍ଟିକୋଣରୁ ଠିକ୍ ଭାବରେ ବିଚାର କରୁଛ, ତାହା ଅନ୍
DELHI COURT REMANDS
6m ago
ସ୍ୱାତୀ ମାଲିୱାଲଙ୍କୁ ମାରପିଟ୍ କରିଥିବା ନେଇ ହୋଇଥିଲା ଅଭିଯୋଗ
ଅର୍ଗସ ବ୍ୟୁରୋ : ୫ ଦିନିଆ ରିମାଣ୍ଡରେ ଗଲେ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର । ସ୍ୱାତୀ ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲାରେ କୁମାରଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଦିଲ୍ଲୀର ଏ
JOB
14m ago
କୋଭିଡ୍ -19 ସମୟରେ ଏହି ସବୁ ସେକ୍ଟରରେ ସର୍ବାଧିକ ଛଟେଇ ହୋଇଥିଲା
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଚାକିରି କ୍ଷେତ୍ରରେ ଅନକ ଖରାପ ପରିସ୍ଥିତ ଦେଖା ଯାଉଛି । ଯାହାକି କୋଭିଡ୍ -19 ପରଠାରୁ ଟୁରିଜିମ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇପାରିଛି