ଏହି ସବୁ ଜୁସ ତ୍ଵଚା ପାଇଁ ବରଦାନ ସଦୃଶ୍ୟ
by Argus News
Mon, May 06 | 2:41 p.m.

ଅର୍ଗସ ବ୍ୟୁରୋ: ଖରା ଦିନରେ ନିଜ ତ୍ଵଚାର ଯତ୍ନ ନେବା କଷ୍ଟ କର ହୋଇଥାଏ । ସମସ୍ତେ ଚାହାଁନ୍ତି କମ ସମୟରେ ଭଲ ଭାଵରେ ତ୍ଵଚାର ଯତ୍ନ ନେବା ତେବେ ଏହି ଆଠ ପ୍ରକାରର ଜୁସ ପ୍ରତିଦିନ ପିଇଲେ ଏହା ଆପଣଙ୍କ ତ୍ଵଚା ପାଇଁ ବରଦାନ ସଦୃଶ୍ୟ ହୋଇଥାଏ ।

ଗାଜର :-ଯଦି ଆପଣଙ୍କ ତ୍ଵଚାର ଚମକ ବଢାଇବାକୁ ଚାହିଁଛନ୍ତି ତେବେ ଗାଜର ହେଉଛି ଏକ ଲାଭଦାକ ଜିନିଷ । ଆପଣ ପ୍ରତିଦିନ ଗାଜରର ଜୁସ ପିଅନ୍ତୁ ନିଜ ସ୍କିନରେ ଚମକ ଆଣନ୍ତୁ ।  

ପାଳକ:-ପାଳକ ଶାଗ ଖାଲି ଖାଇବାରେ ଯେତିକି ହିତ କର ହେଇଥାଏ ତାର ଜୁସ ମଧ୍ୟ ଦେହ ପାଇଁ ସେତିକି ଲାଭଦାୟକ ହୋଇଥାଏ । 

ଟୋମାଟ :-ସେହିପରି ଟୋମାଟ ଜୁସ ପିଇବା ଦ୍ଵାରା ତ୍ଵଚାର୍ ଅଧିକ ଚମକ ଆସିଥାଏ ତାହାସହ ତ୍ଵଚାରେ ଭଙ୍ଗ ମଧ୍ୟ ପଡିନଥାଏ । 

କାକୁଡି :-କାକୁଡିର ଜୁସ ମଧ୍ୟ ଦେହ ପାଇଁ ଓ ତ୍ଵଚା ପାଇଁ ଅନେକ ପ୍ରକାରର ଲାଭ ପ୍ରଦାନ କରିଥାଏ । ଏହି ଜୁସ ପିଇବା ଦ୍ଵାରା ତ୍ଵଚାକୁ ହାଇଡ୍ରେଟ ରଖେ ।

ଡାଳିମ୍ଵ :-ଆପଣଙ୍କ ତ୍ଵଚାର ଚମକ ବଢାଇବାକୁ ଚାହିଁଛନ୍ତି ତେବେ ଡାଳିମ୍ଵ ହେଉଛି ଏକ ଲାଭଦାକ ଜିନିଷ । ଆପଣ ପ୍ରତିଦିନ ଡାଳିମ୍ଵ ଜୁସ ପିଅନ୍ତୁ ନିଜ ସ୍କିନରେ ଚମକ ଆଣନ୍ତୁ ।

ଅମୃତଭଣ୍ଡା :-ଅମୃତଭଣ୍ଡା ଖାଲି ଖାଇବାରେ ଯେତିକି ହିତ କର ହେଇଥାଏ ତାର ଜୁସ ମଧ୍ୟ ଦେହ ପାଇଁ ସେତିକି ଲାଭଦାୟକ ହୋଇଥାଏ । ତେବେ ଏହି ଜୁସକୁ ପିଅନ୍ତୁ ସ୍କିନରେ ଚମକ ଆଣନ୍ତୁ 
 

MODI
1m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
20m ago
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ
PM
33m ago
ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି
ଅର୍ଗସ ବ୍ୟୁରୋ : ଜଗା ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି । ଶ୍ରୀମନ୍ଦିରେ କଲେ ପୂଜାର୍ଚ୍ଚନା । ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳ