ମାସିକ ଋତୁସ୍ରାବ ବାଧକ ନୁହେଁ, ଦରମା ଛୁଟି ନିୟମର ଆବଶ୍ୟକତା ନାହିଁ
by Argus News
Thu, Dec 14 | 9:11 p.m.

ଅର୍ଗସ ବ୍ୟୁରୋ : ‘ମାସିକ ଋତୁସ୍ରାବ ବାଧକ ନୁହେଁ, ଦରମା ଛୁଟି ନିୟମର ଆବଶ୍ୟକତା ନାହିଁ’ । ‘ମାସିକ ଋତୁସ୍ରାବ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା । ଏହାକୁ ଜୀବନର ବାଧକ ରୂପେ ବିବେଚନା କରିବା ଉଚିତ ନୁହେଁ । ତେଣୁ ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ସହ ବାଧ୍ୟତାମୂଳକ ଦରମାର ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସଭାରେ କହିଛନ୍ତି ମନ୍ତ୍ରୀ ସ୍ମୃତି ଇରାନୀଙ୍କ ।

ଅଧିକ ପଢନ୍ତୁ ଭାରତ ଖବର

କହିଛନ୍ତି, ଋତୁସ୍ରାବ ଏକ ଋତୁ ଚକ୍ର ଅଟେ, ଏହା ଅକ୍ଷମତା ନୁହେଁ । ଋତୁସ୍ରାବ ମହିଳାଙ୍କ ଜୀବନ ଯାତ୍ରାର ପ୍ରାକୃତିକ ଅଂଶ । ତେଣୁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବାର ଆବଶ୍ୟକତା ନାହିଁ । ଏପରି ପ୍ରସ୍ତାବ ଦେବା ଉଚିତ ନୁହେଁ ଯେଉଁଠାରେ ମହିଳାମାନେ ସମାନ ସୁଯୋଗରୁ ବଞ୍ଚିତ ହେବେ । ଦେଶରେ ଋତୁସ୍ରାବ ସ୍ୱଚ୍ଛତା ନୀତି ଉପର ଆରଜେଡି ସାଂସଦ ମନୋଜ କୁମାର ଝାଙ୍କ ପ୍ରଶ୍ନର ଉତର ସ୍ମୃତି ଇରାନୀ ରାଜ୍ୟସଭାରେ ଏହି କଥା କହିଛନ୍ତି ।
 

ଖଲ୍ଲିକୋଟ
34m ago
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ
ନୋଟ୍ ବଣ୍ଟା
40m ago
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି
'ସନ୍ଥକବି'
48m ago
ପାଣ୍ଡିଆନ କହିଲେ 'ସନ୍ଥକବି' ଗଙ୍ଗାଧର ମେହେର
ସମ୍ବଲପୁର: ସଭାରେ ବିଳିବିଳେଇଲେ ପାଣ୍ଡିଆନ । ସମ୍ବଲପୁର ସଭାରେ ସମ୍ବୋଧନ କରୁଥିବା ସମୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି' । ଭୀମଭୋଇଙ୍କ ନାମ ପୂର୍ବରୁ କେବ