ତୁରୁମୁଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ, ପୁଅର ଠେଙ୍ଗା ପାହାରରେ ମା'ର ମୃତ୍ୟୁ 
by Argus News
Sat, May 04 | 9:53 p.m.

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଭାଲୁପାହାଡି ସାହିରେ ଚାଞ୍ଚଲ୍ୟ । ପୁଅର ଠେଙ୍ଗା ପାହାରରେ ମା'ର ମୃତ୍ୟୁ ଘଟିଛି । ପୋଲିସ ଅଭିଯୁକ୍ତ ପୁଅ ସୁରେନ୍ଦ୍ର ନାଏକକୁ ଗିରଫ କରିଥିବା ସୂଚନା ମିଳିଛି ।‌ 

ପୁଅ ସୁରେନ୍ଦ୍ର ନିଶାସକ୍ତ ଅବସ୍ଥାରେ ଆସି ମା' ସହିତ ଯୁକ୍ତି ତର୍କ କରିଥିଲେ । ଯୁକ୍ତିତର୍କ ସମୟରେ ସେ ଉତକ୍ଷିପ୍ତ ହୋଇ ମା' ଗୋରୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ମା' ଗୌରୀ ଘଟଣାସ୍ଥଳରେ ଟଳି ପଡିଥିଲେ । ଗ୍ରାମବାସୀ ଘଟଣା ସମ୍ପର୍କରେ ତୁରୁମୁଙ୍ଗା ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।  ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ସୁରେନ୍ଦ୍ର ନାଏକକୁ ଗିରଫ କରିଥିବା ସୂଚନା ରହିଛି । 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ