ଆଜିର ବ୍ରେକିଂ ନ୍ୟୁଜ୍‌ ଦେଖିବାକୁ ସ୍କ୍ରୋଲ କରନ୍ତୁ Speed 10
by Argus News
Fri, Sep 27 | 7:42 p.m.

ଅର୍ଗସ ବ୍ୟୁରୋ:  ‘ସୁଭଦ୍ରା’ର ଦ୍ବିତୀୟ ତାଲିକା ନେଇ ତାରିଖ ଘୋଷଣା ହୋଇପାରେ । ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର । କେଉଁ ଦିନ ପୁଣି ସୁଭଦ୍ରା ସହାୟତା ମିଳିବ ଆଜି ଆସିପାରେ ତାରିଖ

ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ କହିଲେ ଆଇନମନ୍ତ୍ରୀ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ, ମାନ ଯାଞ୍ଚ କରିବା ପାଇଁ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତ ହେବେ କହିଲେ ମନ୍ତ୍ରୀ

ପାର୍ବଣ ଋତୁ ପାଇଁ ରେଳ ମନ୍ତ୍ରଣାଳୟର ବ୍ୟାପକ ବ୍ୟବସ୍ଥା; ଯାତ୍ରୀଙ୍କ ପାଇଁ ବଢିଲା ୧୨ ହଜାର ୫ଶହ କୋଚ୍

ଚେନ୍ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୪ ଜଣଙ୍କୁ ଧରିଲା କମିଶନରେଟ ପୋଲିସ । ଗ୍ୟାଙ୍ଗ ମୁଖ୍ୟଙ୍କ ନାଁରେ ସୁରତରୁ ନେଇ ପୁରୀ ଚନ୍ଦନପୁରରେ ରହିଛି ମାମଲା । ବାଇକ୍‌ରେ ଆସି କଟକ, ଭୁବନେଶ୍ୱରରେ ଯୁବତୀ ଓ ମହିଳାଙ୍କୁ ଲୁଟୁଥିଲେ

ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କଲେ ରାଜ୍ୟ ସରକାର । ଆସନ୍ତାକାଲି ସମସ୍ତ ଜିଲ୍ଲାର ଏସ୍‌ପି ମାନଙ୍କ ସହ ବୈଠକରେ ରାଜ୍ୟ ସରକାରଙ୍କ ବିକାଶର ରୋଡ଼ ମ୍ୟାପ ନେଇ ହେବ ଆଲୋଚନା

ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲିଲା । ମୋଟ ୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ଏଣିକି ରାସନରେ ଚାଉଳ ସହ ମିଳିବ ଗହମ । ଓଡ଼ିଶା ସମେତ ୯ ରାଜ୍ୟରେ ମିଳିବ ଗହମ, କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଚିଠି । ଅକ୍ଟୋବର ମାସରୁ ଲାଗୁ ହେବ ନୂଆ ନିୟମ

କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା । ସକାଳୁ ସକାଳୁ ତୁହାକୁତୁହା ହେଉଛି ବର୍ଷା, ଜନଜୀବନ ପ୍ରଭାବିତ

ଏଣିକି କୁଶଳୀ ଶ୍ରମିକଙ୍କୁ ମିଳିବ ଦୈନିକ ୯୫୪ ଟଙ୍କା । କିରାଣୀ, ସୁରକ୍ଷା କର୍ମୀ ଭଳି ଶ୍ରମିକ ଏହି ବର୍ଗର ମଜୁରି ପାଇବେ । ଅତିକୁଶଳୀ ଶ୍ରମିକଙ୍କୁ ମିଳିବ ଦୈନିକ ୧,୦୩୫ ଟଙ୍କା । ବନ୍ଧୁକଧାରୀ ସୁରକ୍ଷାକର୍ମୀ ବି ପାଇବେ ଏହି ବର୍ଗର ମଜୁରି । ଅକ୍ଟୋବର ୧ରୁ ଲାଗୁ ହେବ ସଂଶୋଧିତ ମଜୁରି ହାର

ଓଡିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ ପ୍ରସଙ୍ଗ : ଦାବି ଉପରେ ବିଚାର ପାଇଁ ଗଠନ ହେବ ଅନ୍ତଃବିଭାଗୀୟ କମିଟି, ନର୍ସିଂ ଅଫିସରମାନେ କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଲେ ମନ୍ତ୍ରୀ
 

CHIEF MINISTER
23m ago
ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ
ଅର୍ଗସ ବ୍ୟୁରୋ: ଗତ 22 ବର୍ଷରେ ଓଡ଼ିଶାରେ ହୋଇଥିବା ମହିଳା ହିଂସାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ସିଏମ୍ କହିଲେ, ୨୨ ବର୍ଷ ଓଡ଼ିଶ
STATE GOVERNMENT
ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ
ଅର୍ଗସ ବ୍ୟୁରୋ: ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ ଶେଷ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ଓ ଆରକ୍ଷ
HYDERABAD
ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା । ଗତକାଲି ବର୍ଷା ଧୋଇନେଲା କୋଣାର୍କ ସୂୟାର୍ସ ଓଡିଶା ବନାମ ମାଣିପାଲ ଟାଇଗର୍