ଦିନ ତମାମର ବ୍ରେକିଂ ଦେଖିବାକୁ ସ୍କ୍ରୋଲ କରନ୍ତୁ Speed 10
by Argus News
Wed, Sep 25 | 7:25 p.m.

ଅର୍ଗସ ବ୍ୟୁରୋ : ବିଜେଡି ସୁପ୍ରିମୋଙ୍କୁ ସମାଲୋଚନା କଲେ ମୋହନ; କହିଲେ, ନିଜ ହୀନ ଚକ୍ରାନ୍ତରେ ନିଜେ ଫସିଲେ ନବୀନ

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ନିଲମ୍ବିତ IIC ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ ଟେଷ୍ଟ

ଭରତପୁର ଥାନା ମାମଲାରେ ସିନ୍ ରିକ୍ରିଏସନ୍ । ଭରତପୁର ଥାନା ଓ ରୋଡ୍ ରୋମିଓ ଝାମେଲା କରିଥିବା ସ୍ଥାନରେ ସରଜମିନ୍ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ସେଦିନ ରାତିରେ କଣ ଘଟିଥିଲା ? ସବୁ ଘଟଣାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ ଟିମ

ଆନ୍ଦୋଳନରୁ ଓହରିଲେ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ : ବୋନସ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ । ୩ ଦିନ ପରେ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ

ସମ୍ବଲପୁରୀ ଗାୟିକା ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା । ପୋଲିସ ତଦନ୍ତରେ ବାଧା ଦେଲେ ରୁକ୍‌ସାନାଙ୍କ ପରିବାର,  କବର ଖୋଳି ଶବ ବାହାର କରିବାକୁ ମନା କଲେ ରୁକ୍‌ସାନାଙ୍କ ମା’

କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା; ସଦସ୍ୟତା ଅଭିଯାନ ନେଇ ଦେବେ ପରାମର୍ଶ

‘ସୁଭଦ୍ରା’ ଯୋଜନାରେ ୯୨ ଲକ୍ଷ ଆବେଦନ କରିସାରିଲେଣି । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଉ ଏକ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବ । ଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି କହିଲେ ପ୍ରଭାତୀ

ଦୁଇ ନେତାଙ୍କ ବଡ଼ ବୟାନ ପରେ କିଏ କରିବ ହଲ୍‌ଚଲ୍‌, ବଢ଼ିଲା ଚର୍ଚ୍ଚା । ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଲେ ଆଗକୁ ହେବ ବିସ୍ଫୋରଣ, ବହୁ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ କହିଲେ ସୁକାନ୍ତ

ଜାମ୍ମୁ-କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ; ହେଭିୱେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର୍

ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ରଘୁନାଥପାଲି ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ ଗଣଦୁଷ୍କର୍ମ । ୫ ଜଣ ଗଣଦୁଷ୍କର୍ମ କରିଥିବା ନେଇ ଏତଲା କଲେ ପୀଡ଼ିତା
 

ବିଜେଡି
26m ago
ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ:ବିଜେଡି ନେତାଙ୍କ ନିଦ ହଜାଇଦେଲେ ମୋହନ,ଏମିତି କହିଦେଲେ ବାଧିଗଲା ବିଜେଡି ନେତାଙ୍କୁ । ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ମୋହନ କହିଲେ ଓଡ଼ିଆଙ୍କୁ କଷ୍
ଓଏଏସ୍‌ ସ୍ତରରେ
34m ago
ଓଏଏସ୍‌ ସ୍ତରରେ ହେଲା ବଡ଼ ଧରଣର ଅଦଳବଦଳ
ଅର୍ଗସ ବ୍ୟୁରୋ: ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ
ମହାପ୍ରସାଦ ଓ ଶୁଖିଲା
37m ago
ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଲାଗି ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରରେ ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। `ମହାପ୍ରସା