ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ବାହାରେ ଛାତ୍ରୀଙ୍କ ବିକ୍ଷୋଭ
by Argus News
Fri, Apr 26 | 1:20 p.m.

ଭୁବନେଶ୍ୱର: ଅସହ୍ୟ ଗରମରେ ଆଉଟୁ ପାଉଟୁ ପୁରା ରାଜ୍ୟ । ଆଉ ଏ ତାତିରେ ପରୀକ୍ଷା ଦେବା ଅସମ୍ଭବ । ଏନେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଯୁକ୍ତ 3 ଦ୍ୱିତୀୟ ବର୍ଷ ଛାତ୍ରୀ । ଯୁକ୍ତ ୩ ଦ୍ବିତୀୟ ବର୍ଷ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରିଛନ୍ତି ଛାତ୍ରୀ । ପ୍ରବଳ ଖରା ହେଉଥିବାରୁ ବିଶ୍ବବିଦ୍ୟାଳୟ ଆସି ପରୀକ୍ଷା ଦେବା ସମ୍ଭବପର ନୁହଁ ବୋଲି ଦାବି ନେଇ ଆନ୍ଦୋଳନ କରିଛନ୍ତି । 

ଗତକାଲି କୁଳପତି କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଥିବାବେଳେ ଆଜି ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ବସିଛନ୍ତି ଛାତ୍ରୀ । ସେପଟେ ଆସନ୍ତା 30 ରୁ ମେ' 18 ତାରିଖ ଯାଏଁ ଚାଲିବ ଯୁକ୍ତ 3 ପରୀକ୍ଷା । ସେପଟେ ଦିନ 11 ଟା 30 ସୁଦ୍ଧା ଭୁବନେଶ୍ୱରରେ 39.2 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । 

 

 

SAMEER DAS
3m ago
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ ସମୀର ଦାଶ
ଅର୍ଗସ ବ୍ୟୁରୋ: ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମୀର ଦାଶ। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେଡି ଛାଡିଥିଲେ
STORM
17m ago
ବଡ ଖବର: ମାଡି ଆସୁଛି ବାତ୍ୟା ? ?
ଅର୍ଗସ ବ୍ୟୁରୋ: ଆସୁଛି ବାତ୍ୟା। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡିଶାକୁ ବାତ୍ୟା ଭୟ। ୨୦ରୁ ୨୧ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ବର୍ଷା ନେଇ ପାଣିପା
ELECTIONS
35m ago
ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ରାଜନାଥ ସିଂ
ଅର୍ଗସ ବ୍ୟୁରୋ: ଓଡ଼ିଶା ଗସ୍ତରେ ବିଜେପିର ତୁଙ୍ଗ ନେତା । ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢାଖୋଲ ସଭାରେ ସାଙ୍ଗରେ ରହିବ