ଇତିହାସ ରଚିଲା ହାଇଦ୍ରାବାଦ୍, ୫ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ
by Argus News
Sun, Apr 21 | 7:59 a.m.

ଅର୍ଗସ ବ୍ୟୁରୋ:  ଇତିହାସ ରଚିଲା ହାଇଦ୍ରାବାଦ୍ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ । ଟ୍ରାଭିସ୍ ହେଡ୍-ଅଭିଷେକ ଶର୍ମାଙ୍କର ଧୂଆଁଧାର ବ୍ୟାଟିଂରେ ବଳରେ ହାଇଦ୍ରାବାଦ୍ ବିଜୟ ରଥ ଅବ୍ୟହତ । ଦିଲ୍ଲିକୁ 67 ରନରେ ହାରାଇଛି ହାଇଦ୍ରାବାଦ । 267 ରନର ବିଜୟ ଲକ୍ଷ୍ୟ ଜବାବରେ ଦିଲ୍ଲୀ 19.1 ଓଭରରେ 119 ରନରେ ଆଲଆଉଟ୍ ହୋଇଛି ଫ୍ରେଜେର ମ୍ୟାକଗର୍କ 18 ବଲରୁ 65 ରନର ଇନିଂସ ଖେଳିଥିବା ବେଳେ ଅଭିଷେକ ପୋରେଲ 42 ରନ ଓ ଅଧିନାୟକ ଋଷଭ ପନ୍ତ 44 ରନ କରିଛନ୍ତି ।

ଟି ନଟରାଜନ କେବଳ 19 ରନ ଦେଇ 4 ଓ୍ବିକେଟ୍ ନେଇ ଦଳକୁ ବିଜୟ ହୋଇଛି । ଏହା ସହ ପ୍ରଥମେ ବ୍ୟାଚିଂ କରି ଟ୍ରେଭିସ୍ ହେଡଙ୍କ ବିସ୍ଫୋରକ 89 ରନ, ଶାହବାଜ ମହମ୍ମଦଙ୍କ 59 ରନ ଓ ଅଭିଷେକ ଶର୍ମାଙ୍କ 46 ରନର ଧୂଆଁଧାର ଇନିଂସ ବଳରେ ହାଇଦ୍ରାବାଦ ଆଇପିଏଲ ଇତିହାସରେ ମୃତୀୟ ସର୍ବୋଚ୍ଚ ସ୍କୋର କରିଥିଲା । ଆଜିର ମ୍ୟାଚ ପରେ ହାଇଦ୍ରାବାଦ 5ଟି ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀଯ ସ୍ଥାନରେ ରହିଛି । ଏହା ସହ ଦିଲ୍ଲୀ ପଞ୍ଚମ ସ୍ଥାନକୁ ଖସି ଆସିଛି ।

ଅଧିକ ପଢ଼ନ୍ତୁ ଖେଳ ଖବର:

MODI
10m ago
ଅନୁଗୁଳ ସଭାରୁ ଫେରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : କଟକରେ ପହଞ୍ଚିଲେ ମୋଦି । ଅନୁଗୁଳରେ ସାଧରଣସଭା ଶେଷ କରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପୁରୀରେ ରୋଡ଼ ଶେଷ କରି ଅନୁଗୁଳ ଗସ୍ତ କରିଥିଲେ
PM MODI
51m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ