କୋଲକାତା ଦୁଷ୍କର୍ମ ହତ୍ୟା: ଟ୍ରେନି ଡାକ୍ତରଙ୍କ ସାରା ଶରୀରକୁ କାମୁଡିଥିଲା ନୃଶଂସ ସଞ୍ଜୟ ରୟ
by Argus News
Fri, Sep 13 | 12:38 p.m.

ଅର୍ଗସ ବ୍ୟୁରୋ: ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ସିବିଆଇ ରିପୋର୍ଟନୁସାରେ ସଞ୍ଜୟ ରୟ ହିଁ ବଳାତ୍କାର ମାମଲାର ମୁଖ୍ୟ ଦୋଷୀ ହୋଇଥିବା ଜଣାପଡିଛି। ତେବେ ଏହି ମାମଲାରେ ଆଉ ଏକ ପ୍ରମାଣର ପର୍ଦ୍ଦାଫାଶ ହୋଇଛି। ସୂଚନାନୁସାରେ, ସିବିଆଇକୁ ମୃତ ଡାକ୍ତରଙ୍କ ଶରୀରରେ କାମୁଡିବା ଚିହ୍ନ ମିଳିଛି। ଏହି ଚିହ୍ନ ସଞ୍ଜୟ ରୟର ବୋଲି ଜଣାପଡିଛି।

ସିବିଆଇ ସଞ୍ଜୟଙ୍କ ଦାନ୍ତର ଚିହ୍ନ ପ୍ରମାଣ ହିସାବରେ ନେଇଛି। ଏହାପରେ ଏହି ଦାନ୍ତର ନମୁନାକୁ ସିଏଫଏସଏଲକୁ ପଠାଯିବ। ସୂଚନାନୁସାରେ, ମୃତ ଡାକ୍ତରଙ୍କ ଶରୀର ସାରା କାମୁଡିବାର ବହୁତ ଚିହ୍ନ ଦେଖିବାକୁ ମିଳିଥିଲା। ଏବେ ଫରେନ୍ସିକ ଯାଞ୍ଚରେ ଏହି ଦାନ୍ତର ନମୁନାକୁ ତୁଳନା କରାଯିବ। ଯାହାଦ୍ୱାରା ସ୍ପଷ୍ଟ ହୋଇପାରିବ କି, ସଞ୍ଜୟ ଏହି ମାମଲାରେ ସିଧାସଳଖ ସାମିଲ୍‌ ଅଛନ୍ତି କି ନାହିଁ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଗୁଟଖା
35m ago
ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ
ବ୍ରହ୍ମପୁର: ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ। ଲକ୍ଷାଧିକ ଟଙ୍କାର ମେସିନ ଗୁଟଖା ଜବତ । ଗଂଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉଁଶିଆପାଲ୍ଲୀରେ ଥିବା ନୀଳଚକ୍ର ପ୍ରଡକ୍ସନରେ ଦୀର୍
ହରିଲୁଟ
57m ago
ଚୂନ ମାରି ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା
ନୂଆପଡା: ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଏଠି ନିମ୍ନମାନର ସାମଗ୍ରୀ ଯୋଗାଇ ମାଲେମାଲ୍ ଇଞ୍ଜିନିୟର୍ । ନୂଆପଡ଼ା ଜିଲ୍ଲାରୁ ଆସିଲ
ବନ ବିଭାଗ
ହାତୀ ମୃତ୍ୟୁ ଘଟଣାରେ  ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ
ବାଲେଶ୍ୱର: ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ। ହାତୀ ମୃତ୍ୟୁ ଘଟଣା ରେ ସୋର ରେଞ୍ଜ ଔପଦା ବେତେଇ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ ୪ ସବୁଜ ବାହିନୀ କର୍ମଚାର